www.samajalive.in
Tuesday, December 9, 2025
17.1 C
Bhubaneswar

ଦେଖନ୍ତୁ ଭିଡିଓ; କେନାଲରୁ କେମିତି ଉଦ୍ଧାର ହେଲା ବିଶାଳକାୟ ଅଜଗର

ନୂଆଦିଲ୍ଲୀ:ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ। ଅନେକ ସମୟରେ ଭାଇରାଲ୍‌ ହେଉଥିବା ସାପର ଭିଡିଓ ବେଶ ଆଶ୍ଚର୍ଯ୍ୟ ଚକିତ କରିଥାଏ। ସାପର ଭିଡିଓ ଦେଖି ଭୟଭୀତ ହେବା ସାଧାରଣ କଥା। ନିକଟରେ ସାପ ଓ ଜଣେ ଯୁବକଙ୍କ ଏପରି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି। ସାପ ନିଜ ଶିକାରକୁ ଖୋଜିଖୋଜି ଯେକୌଣସି ସ୍ଥାନକୁ ପଳାଇଥାଏ। ଅନେକ ସମୟରେ ନିଜେ ମଧ୍ୟ ଫସିଯାଏ। ଏପରି ହିଁ ଏକ ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି।


ଭାଇରାଲ୍‌ ଭିଡିଓରେ ୧୨ ଫୁଟ୍‌ ଲମ୍ବ ବିଶିଷ୍ଟ ଏକ ବିଶାଳକାୟ ଅଜଗର ସାପ ଶିକାର କରିବାକୁ ଯାଇ କେନାଲରେ ଫସି ଯାଇଛି । ଅନେକ ଚେଷ୍ଟା କରାଯିବା ପରେ ସାପ ସେଠାରୁ ବାହାରି ଆସି ପାରୁ ନାହିଁ । ମାତ୍ର ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଯୁବକ ସାହସ କରି କେନାଲରେ ତଳକୁ ଯାଇ ସାପକୁ ଉଦ୍ଧାର କରିଥିଲେ। ପୋଲ ଉପରେ ଲୋକଙ୍କ ଭିଡ ଜମି ରହିବା ସହ ଜଣେ ଯୁବକ (ସାପ ଧରାଳୀ) କେନାଲରୁ ତଳକୁ ଯାଇ ଏକ ଲୁହା ପାଇପ ସାହାଯ୍ୟରେ ବିଶାଳକାୟ ସାପକୁ ଉଦ୍ଧାର କରିଥିଲେ । ଲୋକେ ଭିଡିଓ ଦେଖିବା ପରେ ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ଅଙ୍ଗନବାଡିରେ ମିଳିବ ବିରିୟାନୀ, ଚିକେନ୍‌ ଫ୍ରାଏ! ଦେଖନ୍ତୁ ଭିଡିଓ

- Advertisement -

ଆଜି ବୃହସ୍ପତି ଚଳନ; ଜାଣନ୍ତୁ ସବୁ ରାଶି ଉପରେ ପଡିବ କି ପ୍ରଭାବ, କିଏ କିଣିବେ ଘର, ଗାଡି, କାହାର ହେବ ବିବାହ, ହେବେ ମାଲାମାଲ୍‌..

ଭୋଜି ନିଅଣ୍ଟ ହେଲା ବୋଲି ବରପକ୍ଷ ଭାଙ୍ଗିଲେ ବିବାହ, ପୁଲିସ କଲା ଏମିତି..

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories