www.samajalive.in
Friday, December 5, 2025
26.1 C
Bhubaneswar

ଏହି ତିନି ରାଶିଙ୍କ ଭାଗ୍ୟ ଚମକିବ-ମୀନ ରାଶିରେ ଶନିଦେବଙ୍କ ଗୋଚର

କୁମ୍ଭ ରାଶିରୁ ମୀନ ରାଶିରେ ଶନି ଦେବ ପ୍ରବେଶ କରିଛନ୍ତି । ଶନି ଗୋଚର ସାରା ଦେଶ ଏବଂ ବିଶ୍ୱ ଉପରେ ପ୍ରଭାବ ପକାଇବ । ଏହା ସହ ୧୨ଟି ରାଶି ଚକ୍ର ଉପରେ ଏହାର ପ୍ରଭାବ ରହିବ ବୋଲି ଫଳିତ ଜ୍ୟୋତିଷରେ ପ୍ରକାଶ କରାଯାଇଛି। କଛି ରାଶିଙ୍କ ଉପରେ ଏହାର ଭଲ ପ୍ରଭାବ ରହିଥିବା ବେଳେ ଅନ୍ୟ କିଛି ରାଶିଙ୍କ ଉପରେ ଏହାର ସାଧାରଣ ପ୍ରଭାବ ରହିବ ।

ତିନୋଟି ରାଶିଙ୍କ ଉପରେ ଏହାର ଭଲ ପ୍ରଭାବ ରହିବ ବୋଲି କୁହାଯାଉଛି ।

- Advertisement -

ବୃଷ ରାଶି – ଶିନଙ୍କ ଗୋଚରରରେ ବୃଷ ରାଶିଧାରୀଙ୍କ ଉପରେ ଭଲ ପ୍ରଭାବ ପଡିବ । ଏମାନଙ୍କୁ ଭୌତିକ ସୁଖ ସହ ଆର୍ଥିକ ସ୍ଥିତିରେ ପ୍ରଗତି ହେବ । ସଫଳତା ପାଇବେ । ଧର୍ମ କର୍ମରେ ଅଂଶଗ୍ରହଣ କରିବେ ।

ମିଥୁନ ରାଶି – ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଗୋଚର ଭଲ ଫଳ ପ୍ରଦାନ କରିବ । କାର୍ଯ୍ୟକ୍ଷେତ୍ରରେ ଉନ୍ନତି କରିବେ । ସାମାଜିକ ମାନ ସମ୍ମାନ ମିଳିବ । ଖୁସୀ ଖବର ଆସିବାର ସମ୍ଭାବନା ରହିଛି ।

ତୁଳାରାଶି – ତୁଳାରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶନି ଗୋଚର ବେଶ୍‌ ଭଲ ପ୍ରଭାବ ଆଣିପାରେ । ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବେ । ଅଦାଲତରେ ବିଜୟୀ ହୋଇପାରନ୍ତି । ଚାକିର କରୁଥିବା ବ୍ୟକ୍ତି ପଦୋନ୍ନତି ପାଇପାରନ୍ତି ।

ଏହା ଫଳିତ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଆଲେଖ୍ଯ । ଏହିପରି ଖବର ଜାଣିବାପାଇଁ ଲାଇକ୍‌ ସେୟାର ଏବଂ କମେଣ୍ଟ କରନ୍ତୁ ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories