ସମାଜଲାଇଭ ଡେସ୍କ: ଭୁବନେଶ୍ଵର ଡମଣା ଛକରେ ରବିବାର ସାଂଘାତିକ ଟ୍ରାଫିକ ଜାମ ସୃଷ୍ଟି ହୋଇଛି। ଛକଠାରୁ ପ୍ରାୟ ୧ କିଲୋମିଟର ଦୂର ପର୍ଯ୍ୟନ୍ତ ରାସ୍ତାରେ ଯାନବାହନ ଅଟକି ରହିଛି। ଭିଡ଼ ଭିତରେ ଲୋକେ ଫସିରହିଛନ୍ତି। ରବିବାର ଛୁଟି ଦିନ ଥିବାବେଳେ ଏଭଳି ଅବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଜରୁରୀ କାର୍ଯ୍ୟରେ ଯାଉଥିବା ଲୋକମାନେ ହନ୍ତସନ୍ତ ହୋଇଛନ୍ତି।
Popular Categories



