www.samajalive.in
Monday, December 8, 2025
13.1 C
Bhubaneswar

ବିହାର ନିର୍ବାଚନ ପାଇଁ ଏନଡିଏ ଆସନ ବୁଝାମଣା ଶେଷ: ଜାଣନ୍ତୁ ବିଜେପି ଓ ଜେଡିୟୁକୁ ମିଳିଲା କେତେ ଆସନ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆସନ ବୁଝାମଣାକୁ ନେଇ ଏନଡିଏ ମଧ୍ୟରେ ଦେଖାଦେଇଥିବା ମତଭେଦର ଅବସାନ ଘଟିଛି। ଏନଡିଏର ସହଯୋଗୀ ଦଳଗୁଡ଼ିକ ମଧ୍ୟରେ ବୁଝାମଣା ଜରିଆରେ ଆସନ ଭାଗବଣ୍ଟା ହୋଇଛି। ଏଥିରେ ପ୍ରମୁଖ ସହଯୋଗୀ ଦଳ ବିଜେପି ଏବଂ ଜେଡିୟୁକୁ ୧୦୧ ଲେଖାଏ ଆସନ ମିଳିଛି।

ବିହାର ବିଧାନସଭାଟି ୨୪୩ ଆସନ ବିଶିଷ୍ଟ। ସେଥିମଧ୍ୟରୁ ବିଜେପି ଏବଂ ଜେଡିୟୁକୁ ସର୍ବାଧିକ ୧୦୧ ଲେଖାଏ ଆସନ ମିଳିଛି। ଉଭୟ ଦଳ ୨୦୨ ଆସନରେ ପ୍ରାର୍ଥୀ ଦେବେ। ଏହାବ୍ୟତୀତ ଅନ୍ୟତମ ସହଯୋଗୀ ଦଳ ଏଲଜେପି(ଆର) ଭାଗରେ ୨୯ ଆସନ ପଡ଼ିଛି। ସେହିପରି ଆରଏଲଏମ ଏବଂ ଏଚଏଏମ ଭାଗରେ ୬ଟି ଲେଖାଏ ଆସନ ପଡ଼ିଛି। ସମସ୍ତ ଦଳର କାର୍ଯ୍ୟକର୍ତ୍ତାମାନେ ଏହାକୁ ସ୍ଵାଗତ କରିଛନ୍ତି।

- Advertisement -

ବିହାର ପ୍ରଭାରୀ ଦାୟିତ୍ଵରେ ଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ ବୁଝାମଣା ଡିଲ୍‌ ଘୋଷଣା କରିବା ସହିତ ଆଉ ଏକ ଏନଡିଏ ସରକାର ପାଇଁ ବିହାର ପ୍ରସ୍ତୁତ ବୋଲି କହିଛନ୍ତି।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories