www.samajalive.in
Saturday, December 13, 2025
15.1 C
Bhubaneswar

ଜିଲା ପୁଲିସ୍‌ସ୍ତରରେ ଅଦଳବଦଳ

ସମ୍ବଲପୁର : ସମ୍ବଲପୁରର ଜିଲା ପୁଲିସ ଏଷ୍ଟାବ୍ଲିସମେଣ୍ଟ ବୋର୍ଡ ପକ୍ଷରୁ ଜିଲାରେ ଇନସ୍ପେକ୍ଟର ପାହ୍ୟରେ ଅଦଳବଦଳ କରିଛନ୍ତି। ୧୫ ତାରିଖରେ ଜିଲା ଏଷ୍ଟାବ୍ଲିସମେଣ୍ଟ ବୋର୍ଡର ବୈଠକର ନିଷ୍ପତ୍ତି ଅନୁଯାୟୀ ଜିଲା ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ ଶ୍ରୀକାନ୍ତ ସାହୁଙ୍କୁ ହୀରାକୁଦ ଥାନାଧିକାରୀ, ରାଜେନ୍ଦ୍ର କୁମାର ବେହେରାଙ୍କୁ ଗୋବିନ୍ଦପୁର ଥାନାଧିକାରୀ, ସୁଦର୍ଶନ ପଣ୍ଡାଙ୍କୁ ରେଙ୍ଗାଲି ଥାନାଧିକାରୀ, ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ ଙ୍କୁ ବରେଇପାଲି ଥାନାଧିକାରୀ, ଅନନ୍ତ ଚରଣ ସାହୁଙ୍କୁ କତରବଗା ଥାନାଧିକାରୀ, ହୀରାକୁଦ ଥାନାଧିକାରୀ ବାମଦେଉ ଶଙ୍ଖୁଳଙ୍କୁ ଯୁଯୁମୁରା ଥାନାଧିକାରୀ, ମହିଳା ଥାନାଧିକାରୀ ମେନକା ରାଉତଙ୍କୁ ଟ୍ରାଫିକ ଥାନାଧିକାରୀ, ରେଙ୍ଗାଲି ଥାନାଧିକାରୀ ଆନ୍ନା ମିଞ୍ଜଙ୍କୁ ମହିଳା ଥାନାଧିକାରୀ, ବରେଇପାଲି ଥାନାଧିକାରୀ ଧିରେନ୍ଦ୍ର ସ୍ୱାଇଁଙ୍କୁ ନାକଟିଦେଉଳ ଥାନାଧିକାରୀ ରୂପେ ଅବସ୍ଥାପିତ କରାଯାଇଛି। ବଦଳି ହୋଇଥିବା ଅଧିକାରୀଙ୍କୁ ସେମାନଙ୍କର ନୂତନ କାର୍ଯ୍ୟସ୍ଥଳରେ ୧୭ ତାରିଖ ସୁଦ୍ଧା ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories