www.samajalive.in
Friday, December 12, 2025
19.1 C
Bhubaneswar

ରାଜସ୍ଥାନ କଂଗ୍ରେସରେ ଫାଟ -ନିଜ ସରକାରଙ୍କ ବିରୋଧରେ ଅନଶନ କରୁଛନ୍ତି ସଚୀନ ପାଇଲଟ୍‌

ଜୟପୁର – ରାଜସ୍ଥାନ କଂଗ୍ରେସରେ ଫାଟ ଥିବା କଥା ସମସ୍ତଙ୍କୁ ଅଳ୍ପେବହୁତେ ଜଣା । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଏବଂ ସଚୀନ୍‌ ପାଇଲଟ୍‌ଙ୍କ ମଧ୍ୟରେ ସବୁ ବେଳେ ଛକାପଞ୍ଝା ଲାଗି ରହିଛି ।

ଏବେ ନିଜର ସରକାରଙ୍କ ବିରୋଧରେ ସଚୀନ୍‌ ପାଇଲଟ୍‌ ଅନଶନରେ ବସିଥିଲେ । ପୂର୍ବ ସରକାର କରିଥିବା ଦୁର୍ନୀତିର ସଠିକ୍‌ ତଦନ୍ତ ହେଉ ନଥିବା ସେ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ପୂର୍ବରୁ ହୋଇଥିବା ଦୁର୍ନୀତି ବିଷୟରେ ଜାଣି କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା ସଚୀନ୍‌ ପାଇଲଟ୍‌ ଦାବି କରିଛନ୍ତି ।

- Advertisement -

ଏଥିପାଇଁ ସେ ଜୟପୁରର ସହିଦ ସ୍ମାରକୀ ନିକଟରେ ଗୋଟିଏ ଦିନ ଅନଶନରେ ବସିଥିଲେ । ମଙ୍ଗଳବାର ସନ୍ଧ୍ୟାରେ ଅନଶନରୁ ଓହରିବା ସହ ଦୁର୍ନୀତି ବିରୋଧରେ ସେ ସ୍ୱର ଉତ୍ତୋଳନ କରିବେ ବୋଲି କହିଛନ୍ତି ।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories