www.samajalive.in
Monday, December 8, 2025
24.1 C
Bhubaneswar

ରୁଷର ଯୁଦ୍ଧ ବିମାନ ନିଖୋଜ

ମସ୍କୋ : ରୁଷ୍‍ର ଏକ ଯୁଦ୍ଧବିମାନ ସିରିଆର ଭୁମଧ୍ୟସାଗର ଉପରେ ନିଖୋଜ ହୋଇଯାଇଛି। ରୁଷ ସାମରିକ ବାହିନୀ କହିଛି ଏଥିରେ ୧୪ଜଣ ଲୋକ ଥିଲେ । ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ସ୍ଥଳଭାଗଠାରୁ ସମୁଦ୍ର ଆଡକୁ ୩୫ କିଲୋମିଟର ଯାତ୍ରା କରିବା ପରେ ସେହି ଜେଟ୍‍ ବିମାନ  ରାଡାରରେ ଦୃଶ୍ୟମାନ ହୋଇ ନଥିଲା। ସେହି ବିମାନଟି ଲତାକିଆ ସହର ନିକଟସ୍ଥ ରୁଷ ବିମାନଘାଟୀକୁ ଫେରୁଥିଲା। ଇସ୍ରାଇଲ୍‍ର ଲଢ଼ୁଆ ଜେଟ୍‍ ବିମାନ ଗୁଡ଼ିକରୁ ସେହି ଅଞ୍ଚଳକୁ ଲକ୍ଷ୍ୟ କରାଯାଇ ଆକ୍ରମଣ କରାଯାଉଥିବାରୁ ବିମାନଟି ନିଖୋଜ ହୋଇଛି ବୋଲି ରୁଷ୍‍ ସାମରିକ ବାହିନୀ କହିଛି। ତେବେ ତାହାକୁ ଗୁଳିକରି ଖସାଇ ଦିଆଯାଇଥିବା କଥା ଏପର୍ଯ୍ୟନ୍ତ କେହି ଦାବି କରିନାହାନ୍ତି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories