www.samajalive.in
Friday, December 12, 2025
19.1 C
Bhubaneswar

ରୋଟାରୀ କ୍ଲବ ପକ୍ଷରୁ ଦେୟମୁକ୍ତ ମଧୁମେହ ରକ୍ତ ପରୀକ୍ଷା ଶିବିର

କଟକ: ରୋଟାରୀ କ୍ଲବ କଟକ ମହାନଦୀ ଓ ରୁଦ୍ର ହସ୍ପିଟାଲର ମିଳିତ ସହଯୋଗରେ ଏକ ଦେୟମୁକ୍ତ ମଧୁମେହ ରକ୍ତ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ ଜନସାଧାରଣଙ୍କର ରକ୍ତ ଶର୍କରା ଓ ଅନ୍ୟାନ୍ୟ ଡ଼ାକ୍ତରୀ ପରୀକ୍ଷା କରାଯାଇଥିଲା। ଏହି ଶିବିରକୁ ରୁଦ୍ର ହସ୍ପିଟାଲର ଡାକ୍ତର ଓ କର୍ମଚାରୀମାନେ ପରିଚାଳନା କରିଥିଲେ। ଏଥରେ ରୋଟାରୀ କ୍ଲବ ମହାନଦୀର ସଭାପତି ରାଜଲକ୍ଷ୍ମୀ ପାତ୍ର, ସମ୍ପାଦକ ଲଳିତ କୁମାର ରାଉତ, ରୋଟରିଆନ ନଟବର ପଣ୍ଡା, ଅଙ୍କିତ ଭୂତ୍, ସଞ୍ଜୟ ଛପୋଲିଆ, ସୁଜାତା ମହାପାତ୍ର, ସଂଯୁକ୍ତା ପାତ୍ର ପ୍ରମୁଖ ସହଯୋଗ କରିଥିଲେ। ଏଥିରେ କ୍ଲବର ଆସିଷ୍ଟାଣ୍ଟ ଗଭର୍ଣ୍ଣର୍ କୃଷ୍ଣ କୁମାର ଦାସ ବର୍ମା ଓ ରୋଟରିଆନ ପ୍ରମିଳା ଦାସବର୍ମା ଉପସ୍ଥିତ ଥିଲେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories