ରେଙ୍ଗାଲି: ଆଜି ଠାରୁ ରେଙ୍ଗାଲି ତହସିଲ ଅଞ୍ଚଳରେ ରାଜସ୍ବ ରଥ ପରିକ୍ରମା ଆରମ୍ଭ ହୋଇଛି। ତହସିଲଦାର ସୁନିଲ କୁମାର ମେହେରଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହେଉଥିବା ଏହି ରଥ ଆଜି ବାସୁପାଲି ଗ୍ରାମରେ ପହଞ୍ଚି ସେଠାରେ ଅତିରିକ୍ତ ତହସିଲଦାର ନେପାଳଚନ୍ଦ୍ର ମୁଣ୍ଡା ଏବଂ ସୁପରଭାଇଜର ବିଭୂତି ଭୂଷଣ ପ୍ରଧାନ ଦୁଇ ଜଣଙ୍କୁ ଜଙ୍ଗଲ ଜମି ଅଧିକାର ଆଇନ ଅନୁସାରେ ଦଖଲ କରୁଥିବା ଜମିର ପଟ୍ଟା ପ୍ରଦାନ କରିଥିଲେ।
Popular Categories



