www.samajalive.in
Sunday, December 7, 2025
16.1 C
Bhubaneswar

ସୂର୍ଯ୍ୟଦେବଙ୍କ ରାଶି ପରିବର୍ତ୍ତନ : ଏହି ରାଶିର ଚମକିବ ଭାଗ୍ୟ

ନଭେମ୍ବର ୧୬ରେ ଗ୍ରହର ରାଜା ସୂର୍ଯ୍ୟଦେବ ରାଶି ପରିବର୍ତ୍ତନ କରିବେ । ଏହି ଦିନ ସୂର୍ଯ୍ୟଦେବ ବିଛା ରାଶିରେ ପ୍ରବେଶ କରିବେ । ପ୍ରତ୍ୟେକ ମାସରେ ସୂର୍ଯ୍ୟଦେବ ରାଶି ପରିବର୍ତ୍ତନ କରିଥାଆନ୍ତି । ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ରାଶି ପରିବର୍ତ୍ତନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଗ୍ରହ ମାନଙ୍କର ରାଶି ପରିବର୍ତ୍ତନରେ ରାଶି ଉପରେ ଶୁଭ-ଅଶୁଭ ପ୍ରଭାବ ପକାଇଥାଏ । ସୂର୍ଯ୍ୟଦେବଙ୍କର ଜ୍ୟୋତିଷ ଶାସ୍ତ୍ରରେ ବିଶେଷ ସ୍ଥାନ ରହିଛି । ତେବେ ସୂର୍ଯ୍ୟଦେବଙ୍କର ରାଶି ପରିବର୍ତ୍ତନ ଦ୍ୱାରା କିଛି ରାଶିଙ୍କ ଭାଗ୍ୟରେ ସୁପରିବର୍ତ୍ତନ ହେବା ସହ ଶୁଭଫଳ ପ୍ରାପ୍ତି ହେବ । ଜାଣନ୍ତୁ..
ମିଥୁନ ରାଶି –
ସମ୍ପତ୍ତି ସହ ଆୟରେ ବୃଦ୍ଧି ଘଟିବ ।
ମାଆଙ୍କ ଠାରୁ ଧନପ୍ରାପ୍ତିର ସୁଯୋଗ ରହିଛି ।
କଳା କିମ୍ବା ସଂସ୍କୃତିରେ ସଫଳତା ପ୍ରାପ୍ତି ହେବ ।
କର୍ମକ୍ଷେତ୍ରରେ କିମ୍ବା ବ୍ୟବସାୟରେ ସ୍ଥାନ ପରିବର୍ତ୍ତନର ସମ୍ଭାବନା ରହିଛି ।
ଆୟରେ ବୃଦ୍ଧି ଘଟିବ ।
ପାରିବାରିକ ଜୀବନ ସୁଖମୟ ହେବ ।
ସନ୍ତାନଙ୍କ ପକ୍ଷରୁ ସୁଖ ସମାଚାର ମିଳିବ ।
କର୍ମକ୍ଷେତ୍ରରେ ସଫଳତା ସହ ପଦନ୍ନୋତି ହେବାର ସମ୍ଭାବନା ରହିଛି ।
ବାହନ ସୁଖ ପ୍ରାପ୍ତ ହେବ ।
କର୍କଟ ରାଶି –
ଆତ୍ମବିଶ୍ୱାସ ବୃଦ୍ଧି ହେବ ।
ପରିବାରରେ ଧାର୍ମିକ କାର୍ଯ୍ୟ ହେବ ।
ସନ୍ତାନଙ୍କର ସୁଖବୃଦ୍ଧି ହେବ ।
କ୍ରୋଧରେ ନିୟନ୍ତ୍ରଣ ରଖନ୍ତୁ ।
ବିଦେଶ ଯାତ୍ରାର ସମ୍ଭାବନା ରହିଛି ।
କର୍ମକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ ।
ସ୍ଥାନ ପରିବର୍ତ୍ତନ ହୋଇପାରେ ।
ମନରେ ଶାନ୍ତି ଓ ପ୍ରସନ୍ନତାର ଭାବ ରହିବ ।
ମାଆ କିମ୍ବା ଗୁରୁଜନ ମହିଳାଙ୍କ ଠାରୁ ଧନପ୍ରାପ୍ତିର ସୁଯୋଗ ରହିଛି ।
କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତି ହେବ ।
ବିଛା ରାଶି –
ସନ୍ତାନ ନିକଟରୁ ସୁଖ ସମାଚାର ମିଳିବ ।
ମାନ -ସମ୍ମାନ ବୃଦ୍ଧି ହେବ ।
ପରିବାରରେ ଶାନ୍ତି ରହିବ ।
ବାହନ ସୁଖ ପ୍ରାପ୍ତି ହେବ ।
ଧାର୍ମିକ ସ୍ଥଳକୁ ଭ୍ରମଣର ସୁଯୋଗ ରହିଛି ।
ଆତ୍ମବିଶ୍ୱାସ ବୃଦ୍ଧି ହେବ ।
ମାଆଙ୍କ ସହଯୋଗ ମିଳିବ ।
ରାଜନୈତିକ କ୍ଷେତ୍ରରେ ସଫଳତା ମିଳିବ ।
ମୀନ ରାଶି –
ଆତ୍ମ ବିଶ୍ୱାସ ବୃଦ୍ଧି ହେବ ।
ମାଆଙ୍କ ଠାରୁ ଧନପ୍ରାପ୍ତିର ସୁଯୋଗ ରହିଛି ।
ଦାମ୍ପତ୍ୟ ସୁଖ ବୃଦ୍ଧି ହେବ ।
କର୍ମକ୍ଷେତ୍ରରେ ନିଯୁକ୍ତିର ସୁଯୋଗ ମିଳିବ ।
ଆୟରେ ବୃଦ୍ଧି ହେବ ।
ପରିବାରରେ ମାନସମ୍ମାନ ବୃଦ୍ଧି ହେବ ।
କର୍ମକ୍ଷେତ୍ରରେ ପଦନ୍ନୋତି ହେବ ।

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories