www.samajalive.in
Sunday, December 7, 2025
23.1 C
Bhubaneswar

୧୨ ବର୍ଷ ପରେ ଗଜକେସରୀ ଯୋଗ: ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ରହିବନି ଚିନ୍ତା, ମିଳିବ ଧନ, ହେବ ବିବାହ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୦୨୫ରେ ବୃଷ ରାଶିରୁ ମିଥୁନ ରାଶିକୁ ଗୁରୁ ଚଳନ କରିବେ । ଏହାସହ ଏହି ବର୍ଷ ଗୁରୁ ମିଥୁନରୁ କର୍କଟ ରାଶିକୁ ମଧ୍ୟ ଚଳନ କରିବେ । ଏହି ରାଶିରେ ପ୍ରାୟ ୩ ମାସ ପର୍ଯ୍ୟନ୍ତ ରହିବା ସହ ପୁଣି ମିଥୁନ ରାଶିକୁ ଫେରିବେ । ଗୁରୁ ମିଥୁନ ରାଶିରେ ଚଳନ କରିବା ଦ୍ୱାରା ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିବ । ଗୁରୁ ପ୍ରାୟ ୧୨ ବର୍ଷ ପରେ ମିଥୁନ ରାଶିରେ ଗଜକେସରୀ ଯୋଗ ସୃଷ୍ଟି କରିବେ । ଜାଣନ୍ତୁ କେଉଁ କେଉଁ ରାଶିଙ୍କୁ ଅଧିକ ଲାଭ ମିଳିବା ସହ ଭାଗ୍ୟଶାଳୀ ହେବେ..
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ରମା ଓ ଗୁରୁ ଏକାଠି ଗୋଟିଏ ରାଶିରେ ରହିଲେ ଗଜକେସରୀ ଯୋଗ ହୋଇଥାଏ । ବର୍ଷ ୨୦୨୫ରେ ମିଥୁନ ରାଶିରେ ଗୁରୁ ଓ ଚନ୍ଦ୍ରମାଙ୍କ ସଂଯୋଗ ହେବାକୁ ଯାଉଛି । ଏହାଦ୍ୱାରା ଅନେକ ରାଶିଙ୍କୁ ଏହାର ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ..
ମିଥୁନ- ୨୮ ମେ’୨୦୨୫ରେ ପ୍ରଥମ ଥର ଗୁରୁ ଓ ଚନ୍ଦ୍ରମା ଏକାଠି ହେବେ । ଏହାର ପ୍ରଭାବରେ ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଶୁଭଫଳ ମିଳିବ । ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ପରିବାର ସଦସ୍ୟଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ । ବ୍ୟବସାୟୀ ଲାଭବାନ୍‌ ହେବେ । ବିଦେଶ ଯାତ୍ରାର ଯୋଗ ରହିଛି ।
କନ୍ୟା- ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହେବ । ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ । ବୈବାହିକ ଜୀବନ ସୁଖମୟ ହେବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ସ୍ଥିର ହେବ । ବିଦେଶ ଯାତ୍ରାର ମଧ୍ୟ ଯୋଗ ରହିଛି । ଅନେକ କ୍ଷେତ୍ରରେ ସଫଳତା ମିଳିବ ।
ତୁଳା – ପୈତୃକ ସମ୍ପତ୍ତିରୁ ଲାଭ ମିଳିବ । ଘର, ଜମି କିଣିବାର ଯୋଗ ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ ।
ଧନୁ- ପାରିବାରିକ ଜୀବନ ସୁଖମୟ ହେବ । ଆର୍ଥିକ ଲାଭ ହେବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ ।
କୁମ୍ଭ- ବ୍ୟବସାୟୀ ଲାଭବାନ୍‌ ହେବେ । କର୍ମକ୍ଷେତ୍ରରେ ଉନ୍ନତି ହେବ । ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories