www.samajalive.in
Sunday, December 7, 2025
23.1 C
Bhubaneswar

ଖୁବଶୀଘ୍ର ଏହି ଅଭିନେତାଙ୍କୁ ବିବାହ କରିବେ କି ରଶ୍ମୀକା

ମୁମ୍ବାଇ: ଦକ୍ଷିଣ ଭାରତ ଫିଲ୍ମ ଜଗତର ବେଶ ଲୋକ ପ୍ରିୟ ଯୋଡି ବିଜୟ ଦେବକୋଣ୍ଡା ଏବଂ ରଶ୍ମୀକା ମନ୍ଦାନା। ଉଭୟଙ୍କ ବିଷୟରେ ଫିଲ୍ମ ଜଗତରେ ବେଶ ଚର୍ଚ୍ଚା ଲାଗି ରହିଥାଏ। ବର୍ତମାନ ଶୁଣିବାକୁ ମିଳୁଛି ଯେ ଉଭୟ ଖୁବଶୀଘ୍ର ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି। କୁହାଯାଉଛି ଯେ ସେମାନେ ଖୁବଶୀଘ୍ର ବିବାହ ବନ୍ଧନର ବାନ୍ଧି ହେବେ। ଆସନ୍ତା ମାସରେ ଅର୍ଥାତ୍‌‌ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି। ହେଲେ ଏପର୍ଯ୍ୟନ୍ତ ଉଭୟ ଷ୍ଟାରଙ୍କ ମଧ୍ୟରେ କେହିବି ଏ ସମ୍ପର୍କରେ ମୁହଁ ଖୋଲିନାହାଁନ୍ତି। ଉଭୟଙ୍କୁ ‘ଗୀତା ଗୋବିନ୍ଦମ’ ଏବଂ ‘ଡିୟର କମ୍ରେଡ୍‌‌’ ଫିଲ୍ମରେ ଦେଖିବାକୁ ମିଳିଥିଲା।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories