www.samajalive.in
Wednesday, November 12, 2025
27.1 C
Bhubaneswar

ଅବହେଳିତ ଶଙ୍ଖଯୋଡି ବନ୍ଧମୁଣ୍ଡାବାସୀ  

ରଣପୁରଗଡ: ନୟାଗଡ଼ ଜିଲ୍ଲା ରଣପୁର ବ୍ଳକର ସବୁଠାରୁ ଅବହେଳିତ ଆଦିବାସୀ ବହୁଳ ଗ୍ରାମ ପଞ୍ଚାୟତ ହେଉଛି ବନ୍ଧମୁଣ୍ଡା। ସ୍ୱାଧୀନତାର ୭୮ ବର୍ଷ ପରେ ମଧ୍ୟ ପାନୀୟଜଳ ଓ ବିଦ୍ୟୁତର ଲୁଚକାଳି ଖେଳ ଅଞ୍ଚଳବାସୀଙ୍କ ପାଇଁ କାଳ। ଶୁଦ୍ଧ ପାନୀୟଜଳ ପ୍ରକଳ୍ପ ଅଛି ହେଲେ ବିଦ୍ୟୁତର ଲୁଚକାଳି ଖେଳ ଯୋଗୁ ଚୁଆ ଗୋଳିଆ ପାଣି ଭରସା। ପାନୀୟଜଳ ଯୋଗାଣ ଯନ୍ତ୍ରୀ ବିଦ୍ୟୁତ ବିଭାଗକୁ ଦେ।ଷ ଦେଉଥିବା ବେଳେ ବିଦ୍ୟୁତ ବିଭାଗ ଯନ୍ତ୍ରୀ ପାନୀୟଜଳ ବିଭାଗ ଯନ୍ତ୍ରୀ ଉପରେ ଦେ।ଷ ଦେଉଛନ୍ତି। ଅପର ପକ୍ଷରେ ନିଷ୍ପେସିତ ହେଉଛନ୍ତି ଆଦିବାସୀ। ସେଭଳି ଦେଖିବାକୁ ମିଳୁଛି ଶଙ୍ଖଯୋଡି ଓ ବନ୍ଧମୁଣ୍ଡା ଗ୍ରାମରେ। ଏବେ ପ୍ରକଳ୍ପ ଅଛି କିନ୍ତୁ ତିନି ମାସ ହେଲା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ କରୁନି। ଲୋକମାନେ ଚୁଆ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି। ଫଳରେ ବିଭିନ୍ନ ଦୁରାରେ।ଗ୍ୟ ବ୍ୟାଧିରେ ସଂକ୍ରମିତ ହେଉଛନ୍ତି। ପାନୀୟ ଜଳ ଯେ।ଗାଣ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି କୁହନ୍ତି ପ୍ରକଳ୍ପକୁ ତିନି ଫେଜ୍ ବିଦ୍ୟୁତ ସଂଯୋଗ ବ୍ୟତିକ୍ରମ ହେଉଛି। ତେଣୁ ପ୍ରକଳ୍ପ କାର୍ଯ୍ୟ କରୁନାହିଁ। ଆମେ ଓ ଗ୍ରାମବାସୀ ବିଦ୍ୟୁତ ବିଭାଗକୁ ଅଭିଯୋଗ କରିଛୁ କିନ୍ତୁ ସେମାନେ ମରାମତି କରୁ ନାହାନ୍ତି। କିନ୍ତୁ ଟାଙ୍ଗୀ ବିଦ୍ୟୁତ ବିଭାଗ ଉପଖଣ୍ଡୀୟ ପରିଚାଳକ ଯନ୍ତ୍ରୀ ଅତିତ କୁମାର ମହାପାତ୍ର କୁହନ୍ତି ଆମ ବିଭାଗ ପାଖରେ କୈ।ଣସି ଅଭିଯୋଗ ନାହିଁ। ଖବର ପାଇଲୁ ତେଣୁ ଏବେ କର୍ମଚାରୀ ପଠାଇ କଣା ଅସୁବିଧା ଦେଖିବାକୁ ପଡିବ। ବିଭାଗୀୟ ଉଚ୍ଚ ଅଧିକାରୀ ସମସ୍ୟା ପ୍ରତି ଦୣଷ୍ଟିଦେଇ ପ୍ରକଳ୍ପକୁ ସଚଳ କରିବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।

Hot this week

ୟୁପିଏସସି ମୁଖ୍ୟ ପରୀକ୍ଷା ଫଳ ପ୍ରକାଶିତ, ୨୭୩୬ କୃତକାର୍ଯ୍ୟ

ସମାଜଲାଇଭ ଡେସ୍କ: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି) ସିଭିଲ ସର୍ଭିତ ମୁଖ୍ୟ ପରୀକ୍ଷା-୨୦୨୫ର...

ଦିଲ୍ଲୀ ବିସ୍ଫୋରଣ: ଡାକ୍ତରଖାନାରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆହତ ହୋଇ ସ୍ଥାନୀୟ ଏଲଏନଜେପି...

ଏକ୍‌ଜିଟ୍‌ ପୋଲ୍‌କୁ ଖାରଜ କରିଛନ୍ତି ତେଜସ୍ୱୀ ଯାଦବ

ସମାଜ ଲାଇଭ୍ ଡେସ୍କ : ବିହାରରରେ ସମସ୍ତ ପର୍ଯ୍ୟାୟ ମତଦାନ ଶେଷ...

ନୂଆପଡ଼ା ଉପନିର୍ବାଚନରେ ଐତିହାସିକ ୮୩.୪୫% ମତଦାନ

ସମାଜଲାଇଭ ଡେସ୍କ: ନୂଆପଡ଼ା ଉପନିର୍ବାଚନରେ ଏଥର ରେକର୍ଡ ମତଦାନ ହୋଇଛି। ଚଳିତ...

ହସ୍ପିଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର

ମୁମ୍ବାଇ: ସୁସ୍ଥ ହୋଇ ଘରକୁ ଫେରିଲେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର। ...

Related Articles

Popular Categories