www.samajalive.in
Monday, December 8, 2025
27.1 C
Bhubaneswar

ପବିତ୍ର ରୁକ୍କିଣୀ ହରଣ ଏକାଦଶୀ, ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ

ପୁରୀ : ଆଜି ପବିତ୍ର ରୁକ୍କିଣୀ ହରଣ ଏକାଦଶୀ। ସନ୍ଧ୍ୟା ଧୂପ ପରେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ। ରୁକ୍କିଣୀ ହରଣ ଏକାଦଶୀ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ପୁରୀ। ସଜେଇ ହୋଇଛି ଶ୍ରୀମନ୍ଦିର। ସକାଳ ଧୂପ ପରେ କରାଯାଇଛି ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି। ବିବାହ ଉତ୍ସବ ଦେଖିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ଦେଖାଯାଏ। ଶ୍ରୀମନ୍ଦିରର ଚାରିଦ୍ୱାରରେ ତେଲିଙ୍ଗି ବାଜା ଓ ତୁରୀ ବାଜିବା ସହ ଧୁମଧାମରେ ବିବାହ ଉତ୍ସବ ପାଳନ ଆରମ୍ଭ ହୋଇଛି ।

ଜୁନ୍‌ ୧୨ରେ ଅତ୍ୟନ୍ତ ଦୁର୍ଲ୍ଲଭ ଯୋଗ: ଏହି ରାଶି ହେବେ ସୌଭାଗ୍ୟଶାଳୀ, ହଠାତ୍‌ ଧନୀ, ହେବ ବିବାହ, ମିଳିବ ବଡ ଲାଭ..

ଘରୋଇ କମ୍ପାନୀର ନିଦ ହଜାଇଲା ବିଏସଏନଏଲ; ମାତ୍ର ଏତିକି ଟଙ୍କାରେ ଆଣିଲା ସବୁଠାରୁ ଶସ୍ତା ପ୍ଲାନ୍‌..

- Advertisement -

ଭାରତରେ ଲଞ୍ଚ ହେଲା ୱାନ୍‌ ପ୍ଲସ୍‌ର ଏହି ଫୋନ୍‌ : ଆଇଫୋନ୍‌ ଠାରୁ ଆରମ୍ଭ କରି ଏସବୁ ଫୋନ୍‌କୁ ଦେଉଛି ଟକ୍କର, ଜାଣନ୍ତୁ ଦମ୍‌ଦାର୍‌ ଫିଚର୍‌

 

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories