www.samajalive.in
Thursday, December 11, 2025
18.1 C
Bhubaneswar

ତୁରୁମୁଙ୍ଗା ଅଞ୍ଚଳରୁ ଚୋରି ସୁନା ଉଦ୍ଧାର

ପାଟଣା: ଚମ୍ପୁଆ ଅଞ୍ଚଳରୁ ଚୋରି ଘଟଣାର ତଦନ୍ତ କରି ଚମ୍ପୁଆ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଚୋରି ସାମଗ୍ରୀ ତୁରୁମୁଙ୍ଗା ଥାନା ଅଞ୍ଚଳରୁ ଜବତ କରିଛି। ତୁରୁମୁଙ୍ଗା ନିକଟ ତ୍ରିବିନ୍ଧା ହାଟ ପଡ଼ିଆ ପାଖ ଏକ ପରିତ୍ୟକ୍ତ ପୋଖରୀରୁ ଚୋରି ଅଳଙ୍କାରକୁ ଉଦ୍ଧାର କରାଯାଇଛି। ଏକ ଡବା ଓ ପଲିଥିନ ଭିତରେ ସୁନା ଅଳଙ୍କାର ଲୁଚାଇ ପୋଖରୀରେ ଫିଙ୍ଗି ଦେଇଥିଲେ ଅଭିଯୁକ୍ତ। ପୁଲିସ ଅଭିଯୁକ୍ତମାନଙ୍କୁ ଉକ୍ତ ସ୍ଥାନକୁ ନେଇ ଚୋରି ସାମଗ୍ରୀ ଜବତ କରିଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories