www.samajalive.in
Friday, December 5, 2025
23.1 C
Bhubaneswar

ପୀତବାସ ପଣ୍ଡା ହତ୍ୟା : ୬ ଟିମ୍ ଗଠନ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା। ଘଟଣାର ତଦନ୍ତ ବାବଦରେ  ବ୍ରହ୍ମପୁର ଏସ୍‌ପି ବଡ ସୂଚନା ଦେଇଛନ୍ତି।  ହତ୍ୟାକାଣ୍ଡ ଘଟାଇଥିବା ଦୁର୍ବୁତ୍ତ ଧଳା ରଙ୍ଗର ସାର୍ଟ ପିନ୍ଧିଥିଲେ। ଗୁଳିକାଣ୍ଡ ବେଳେ ଅପରାଧିମାନେ ହେଲମେଟ୍ ମଧ୍ୟ ପିନ୍ଧିଥିଲେ। ପୁଲିସ୍‌ ସିସି ଟିଭି ଫୁଟେଜ୍ ଯାଞ୍ଚ କରୁଛି। ଘଟଣାର ତଦନ୍ତ ପାଇଁ ୬ଟି ଟିମ୍ ଗଠନ କରାଯାଇଛି। ଏହି ଟିମ୍‌ରେ ଦୁଇ ଜଣ ଡିଏସ୍‌ପି ଏବଂ ବହୁ ବରିଷ୍ଠ ଅଧିକାରୀ ଅଛନ୍ତି। ଟାଉନ୍ ଏସ୍‌ଡିପିଓ ଘଟଣାର ତଦନ୍ତକାରୀ ଅଧିକାରୀ ଅଛନ୍ତି । ୫୦ରୁ ଅଧିକ ସିସି ଟିଭି ଫୁଟେଜ୍ ଏବଂ କଲ୍‌ ରେକର୍ଡ ମଧ୍ୟ ଯାଞ୍ଚ କରାଯାଉଛି। ବ୍ୟକ୍ତିଗତ, ପେଶାଗତ ସହ ସମସ୍ତ ଦିଗକୁ ଅନୁଧ୍ୟାନ କରାଯାଉଛି। ଅତି ନିକଟରୁ ଗୁଳି କରାଯାଇଥିବା ଏସ୍‌ପି କହିଛନ୍ତି।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories