www.samajalive.in
Monday, December 8, 2025
13.1 C
Bhubaneswar

ସୋମବାରରୁ ଚାଲିବ ଓଏସ୍‌ଆର୍‌ଟିସିର ବସ୍‌ ; ୯୬ଟି ବସ୍ ୨୨ଟି ସହରକୁ ରାଜଧାନୀ ସହିତ ଯୋଡ଼ିବ

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍‌ଆର୍‌ଟିସି) ପକ୍ଷରୁ ସୋମବାରଠାରୁ ଓଡ଼ିଶାରେ ଯାତ୍ରୀ ସେବା ଆରମ୍ଭ କରାଯିବ। ଲୋକଙ୍କ ପାଇଁ ପ୍ରଥମ ପର୍ଯ୍ୟାୟରେ ୬୬ରୁଟ୍‌ରେ ବସ୍‌ ଚାଲିବ। ୯୬ଟି ବସ୍‌ ସହ ସାଧାରଣ ଲୋକଙ୍କ ପାଇଁ ଯାତ୍ରୀ ସେବା ଆରମ୍ଭ ହେବ। ଏହି ୯୬ଟି ବସ୍ ୨୨ଟି ସହରକୁ ରାଜଧାନୀ ଭୁବନେଶ୍ବର ସହିତ ଯୋଡ଼ିବ। ପର୍ଯ୍ୟାୟକ୍ରମରେ ଅଧିକ ରୁଟ୍‌ରେ ବସ୍‌ ଚଳାଚଳ କରିବ। ବସ୍‌ରେ ବିନା ମାସ୍କରେ କୌଣସି ଯାତ୍ରୀ ଯାଇପାରିବେ ନାହିଁ। ସେହିପରି ବସ୍‌ରେ ଠିଆ ହୋଇ ଯିବାକୁ ବାରଣ କରାଯାଇଥିବା ଓଡ଼ିଶା ରାଜ୍ୟ ପରିବହନ ନିଗମ ମୁଖ୍ୟ ପରିଚାଳନା ନିର୍ଦେଶକ(ସିଏମ୍‌ଡି) ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories