www.samajalive.in
Wednesday, December 10, 2025
23.1 C
Bhubaneswar

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ ଷଡ଼ଯନ୍ତ୍ରକାରୀକୁ ସୋମବାର ଗିରଫ କରିଛି। ସେ ହେଉଛି ଜସିର ବିଲାଲ ଓ୍ବାନି ଓରଫ ଦାନିଶ। ସେ କାଶ୍ମୀରର ବାସିନ୍ଦା ବୋଲି ଜଣାପଡ଼ିଛି। ଏନଆଇଏ ତା’କୁ ଶ୍ରୀନଗରରୁ ଗିରଫ କରିଛି।

ମାମଲାର ତଦନ୍ତ କରୁଥିବା ଏନଆଇଏ ୭୩ ସାକ୍ଷୀଙ୍କ ବୟାନ ରେକର୍ଡ କରିଛି। ଏହା ସହିତ ଦିଲ୍ଲୀ ପୁଲିସ, ଜାମ୍ମୁ-କାଶ୍ମୀର ପୁଲିସ, ହରିୟାଣା ଏବଂ ଉତ୍ତରପ୍ରଦେଶ ପୁଲିସ ସହିତ ମିଶି ଘଟଣା ପଛରେ ରହିଥିବା ବିସ୍ତୃତ ଷଡ଼ଯନ୍ତ୍ରର ଖୋଳତାଡ଼ ଜାରି ରଖିଛି।

- Advertisement -

ଅନ୍ୟପଟେ ଘଟଣାସ୍ଥଳରୁ ଏନଆଇଏ ୩ଟି ୯ ଏମଏମ କାଟ୍ରିଜ ଜବତ କରିଥିଲା। ଏହି ଗୋଳାବାରୁଦ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବା କଷ୍ଟକର। ତେଣୁ ଏହା କେଉଁଠୁ ଆସିଲା ତାହାକୁ ନେଇ ମଧ୍ୟ ତଦନ୍ତ ଚଳାଇଛି ଏନଆଇଏ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories