www.samajalive.in
Sunday, December 14, 2025
26.1 C
Bhubaneswar

ଦେଶରେ କେଉଁଠି କେତେ ଓମିକ୍ରନ୍‍ ମାମଲା ?

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି ଓମିକ୍ରନ୍‍ ଆକ୍ରାନ୍ତଙ୍କ ସଂଖ୍ୟା । ୨୭ଟି ରାଜ୍ୟକୁ ବ୍ୟାପିଲାଣି ଓମିକ୍ରନ୍‍ ଭୂତାଣୁ । ଏଯାଏ ଦେଶରେ ମୋଟ୍‍ ୩ହଜାର ୭୧ ଓମିକ୍ରନ ଅକ୍ରାନ୍ତ ଚିହ୍ନଟ ହେଲେଣି । ସେଥି ମଧ୍ୟରୁ ୧୨ଶହ ୩ ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଆସନ୍ତୁ ନଜର ପକାଇବା ଦେଶର କେଉଁ ରାଜ୍ୟରେ କତେ ଆକ୍ରାନ୍ତ ଓ କେତେ ସୁସ୍ଥ ହୋଇଛନ୍ତି ?

ମହାରାଷ୍ଟ୍ର ୮୭୬ ଆକ୍ରାନ୍ତ ୩୮୧ ସୁସ୍ଥ
ଦିଲ୍ଲୀ ୫୧୩ ଆକ୍ରାନ୍ତ ୧୩ ସୁସ୍ଥ
କର୍ଣ୍ଣାଟକ ୩୩୩ ଆକ୍ରାନ୍ତ ୨୬ ସୁସ୍ଥ
ରାଜସ୍ଥାନ ୨୯୧ ଆକ୍ରାନ୍ତ ୧୫୯ ସୁସ୍ଥ
କେରଳ ୨୮୪ ଆକ୍ରାନ୍ତ ୯୩ ସୁସ୍ଥ
ଗୁଜରାଟ ୨୦୪ ଆକ୍ରାନ୍ତ ୧୫୧ ସୁସ୍ଥ
ତେଲେଙ୍ଗାନା ୧୨୩ ଆକ୍ରାନ୍ତ ୪୭ ସୁସ୍ଥ
ତାମିଲନାଡ଼ୁ ୧୨୧ ଆକ୍ରାନ୍ତ ୨୧୨ ସୁସ୍ଥ
ହରିଆଣା ୧୧୪ ଆକ୍ରାନ୍ତ ୮୩ ସୁସ୍ଥ
ଓଡ଼ିଶା ୬୦ ଆକ୍ରାନ୍ତ ୫ ସୁସ୍ଥ

- Advertisement -

ଉତ୍ତରପ୍ରଦେଶ ୩୧ ଆକ୍ରାନ୍ତ ୬ ସୁସ୍ଥ
ଆନ୍ଧ୍ରପ୍ରଦେଶ ୨୮ ଆକ୍ରାନ୍ତ ୬ ସୁସ୍ଥ
ପଶ୍ଚିମବଙ୍ଗ ୨୭ ଆକ୍ରାନ୍ତ ୧୦ ସୁସ୍ଥ
ଗୋଆ ୧୯ ଆକ୍ରାନ୍ତ ୧୯ ସୁସ୍ଥ
ଆସାମ ୯ ଆକ୍ରାନ୍ତ ୯ ସୁସ୍ଥ
ମଧ୍ୟ ପ୍ରଦେଶ ୯ ଆକ୍ରାନ୍ତ ୯ ସୁସ୍ଥ
ଉତ୍ତରାଖଣ୍ଡ ୮ ଆକ୍ରାନ୍ତ ୫ ସୁସ୍ଥ
ମେଘାଳୟ ୪ ଆକ୍ରାନ୍ତ ୩ ସୁସ୍ଥ

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories