www.samajalive.in
Sunday, December 7, 2025
18.1 C
Bhubaneswar

୧୯୩୩ ମସିହା ଖବର ପୁରୀରେ ଉଡାଜାହାଜରେ ଏତିକି ଟଙ୍କା ଦେଇ ବସିଥିଲେ ଯାତ୍ରୀ

 

ପୁରୀରେ ବ୍ୟୋମଯାନ ଭ୍ରମଣ
ପୁରୀ, ତା୨୦।୧୨।୩୩: କାଲି ପୁରୀକୁ ୩ଟା ବ୍ୟୋମଯାନ ଆସି ବାହାରିଯାଇଛି। ଆଜି ବ୍ୟୋମଯାନ ଚାଳକ ଆସି ନୋଟିସ୍ ଦେଇଥିବାରୁ ସହରର ଅନେକ ଲୋକ ୩ ମିନିଟ୍‌କୁ ୫ଟଙ୍କା ଲେଖାଏଁ ଦେଇ ବ୍ୟୋମଯାନରେ ବସି ସହରରେ ବୁଲିଥିଲେ।

ବନ୍ଧୁକମୁନରେ ବଳୀ
ନାଦୀରସାହାଙ୍କ ହତ୍ୟାକାରୀ
କାବୁଲ୍, ତା୧୯।୧୨।୩୩: ଆଫଗାନିସ୍ତାନର ରାଜା ନାଦୀରସାହାଙ୍କୁ ଯେଉଁମାନେ ହତ୍ୟା କରିଥିଲେ, ସେମାନଙ୍କର ବିଚାର ହୋଇଯାଇ ଦଣ୍ଡବିଧାନ ହୋଇଗଲା।ଗତ ସୋମବାର ଦିନ ସେମାନଙ୍କୁ ପ୍ରାଣଦଣ୍ଡ ଦିଆଗଲା। ନୂଆ ଜେଲ୍‌ ବାହାରେ ବନ୍ଧୁକମୁନରେ ସେମାନଙ୍କୁ ଫୋଡ଼ି ମାରିଦିଆଗଲା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories