www.samajalive.in
Saturday, December 13, 2025
15.1 C
Bhubaneswar

ଗୋବରାବେଡାରେ ଗୋଠ ଛଡ଼ା ଦନ୍ତା, ଭାଙ୍ଗିଲା ବିଦ୍ୟାଳୟ ଫାଟକ

ପାଟଣା : ଗତକାଲି ପାଟଣା ବନାଞ୍ଚଳ ଦ୍ରୌପଦୀ ହୁଡ଼ିରେ ଡେରା ପକାଇଥିବା ଗୋଠଛଡ଼ା ଦନ୍ତାଟି ପାଟଣା ମୁହାଁ ହେବା ସହ ରାତିରେ ମଙ୍ଗଳପୁର ବିଦ୍ୟାଳୟର ଫାଟକ ଭାଙ୍ଗିଥିବା ଦେଖାଯାଇଛି। ପରେ ପରେ କୁଆପଶି ଗ୍ରାମ ମୁହାଁ ହୋଇ କୈଳାସ ମହାନ୍ତଙ୍କ ପଣସ ଗଛ ଡାଳ ଭାଙ୍ଗିବା ସହ ଜଣକ ଗୁହାଳ ମଧ୍ୟ ଭାଙ୍ଗିଛି।ପରେ ହାତୀଟି ସ୍ୱାମ ଶାସନ ପାଖ ହୋଇ ଗୋବରାବେଡା ନିକଟରେ ଡେରା ପକାଇଛି। ଦନ୍ତା ଉପରେ ପାଟଣା ବନପାଳ ନିରଞ୍ଜନ ସେଠୀ ଓ ପାରା କର୍ମଚାରୀମାନେ ନଜର ରଖିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories