www.samajalive.in
Thursday, December 11, 2025
23.1 C
Bhubaneswar

ଢେଙ୍କିକୋଟ ବଜାର ଅଞ୍ଚଳରେ ଷ୍ଟ୍ରିଟ ଲାଇଟ ଅଚଳ 

ପାଟଣା : ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବ୍ୟସ୍ତବହୁଳ ଢେଙ୍କିକୋଟ ବଜାର ଅଞ୍ଚଳ ସହ ବ୍ଲାକ ସ୍ପଟ ଅଞ୍ଚଳ ଘୋଷିତ ଢେଙ୍କିକୋଟ ଓଭର ବ୍ରିଜ ରାସ୍ତାର ସତ୍ୟନାରାୟଣ ବିଦ୍ୟାପୀଠ ପାର୍ଶ୍ଵର ଏକ କିମିରୁ ଉର୍ଦ୍ଧ୍ବ ଅଞ୍ଚଳ ୩ ଦିନ ହେଲା ଅନ୍ଧାର ରହିଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ୱାରା ଲଗାଯାଇଥିବା ଏହି ଲାଇଟ ଗୁଡିକ ଅଚଳ ହୋଇପଡିଥିଲେ ଏହାର ପରିଚାଳନା ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁନାହିଁ । ଢେଙ୍କିକୋଟ ବଜାର ଅଞ୍ଚଳ ଏହି କାରଣରୁ ୩ ଦିନ ହେଲା ଅନ୍ଧାର ରହିଛି । ଯଥା ଶୀଘ୍ର କେଉଁ କାରଣରୁ ଲାଇଟ ଗୁଡିକ ଜଳୁ ନାହିଁ ତାହାର ମରାମତି କରିବାକୁ ବଜାର ଅଞ୍ଚଳବାସୀ ଦାବି କରିଛନ୍ତି ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories