କାମାକ୍ଷାନଗର: କାମାକ୍ଷାନଗର ସହର ସନ୍ନିକଟ ଜିରୀଡମାଳି ଗ୍ରାମର ପ୍ରହଲ୍ଲାଦ ପ୍ରଧାନଙ୍କ ଘରେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ପହଞ୍ଚି ସମବେଦନା ଜଣାଇଛନ୍ତି। ସାଂସଦ ଶ୍ରୀ ପାଣି ସ୍ବର୍ଗତ ପ୍ରଧାନଙ୍କ ପରିବାର ନିକଟରେ ପହଞ୍ଚି ତାଙ୍କ ବାପା, ମା ଙ୍କୁ ଭେଟି ସମବେଦନା ଜଣାଇ ସରକାରଙ୍କ ପକ୍ଷରୁ ସମସ୍ତ ଆର୍ଥିକ ସହାୟତା ପ୍ରଦାନ ଦିଗରେ ସମସ୍ତ ପ୍ରକାର ସହାୟତା କରିବାକୁ ପ୍ରତିଶୃତି ଦେଇଛନ୍ତି।
Popular Categories



