www.samajalive.in
Saturday, December 6, 2025
26.1 C
Bhubaneswar

ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ରେଙ୍ଗାଲିକ୍ୟାମ୍ପ,: ଅତାବିରା ବ୍ଲକ ଅନ୍ତର୍ଗତ  ଲାଚିଦା ଖେଳ ପଡ଼ିଆରେ ଲଚିଦ ଆଥଲେଟିକ ଏସୋସିଏସନ ପକ୍ଷରୁ  ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ସମିତି ସଭ୍ୟ  ପ୍ରତିନିଧି ଭାବେ  ଆଲୋକ ପତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି  ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଏଥିରେ    ମହାବୀର ଏଫ୍  ସି, ଲସ୍ତଲା, ପି ପି ସ୍ପୋଟିଂ, ଯାଙ୍ଗେଡ଼, ନିଲେଇପାଲି, ଏଇଟି ଫୋର୍ କ୍ଳବ୍, ରିକି  ଇଲେଭେନ୍, ଭୂର୍ଷି ପାଲି ଆଦି ୮ଟି ଦଳ ଅଂଶଗ୍ରହଣ କରି ଖେଳ ପ୍ରଦର୍ଶନ କରିଥିଲେ। ପିପି ସ୍ପୋଟିଙ୍ଗ ଓ ରୀକି ଇଲେଭେନ ମଧ୍ୟରେ ଫାଇନାଲ ଚିତ୍ତାକର୍ଷକ ଫାଇନାଲ ଖେଳ ହୋଇଥିଲା। ଏଥିରେ ୭-୫ରେ   ରିକି ଇଲେଭେନ୍ ବିଜୟୀ ହୋଇଥିଲେ। ଏହି ଟୁର୍ଣ୍ଣାମେଣ୍ଟରର ଦ୍ଵିତୀୟ ପର୍ଯ୍ୟାୟର ଉଦଘାଟନୀ ଉତ୍ସବରେ ପୁର୍ବତନ ବିଧାୟିକା  ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ  ବିଜୟୀ ଓ ରନରସ ଅଫ ଦଳଙ୍କୁ ଟ୍ରଫି ପ୍ରଦାନ କରି ପୁରସ୍କୃତ  କରିଥିଲେ। ପ୍ରଦୀପ ପ୍ରଧାନ,ଗୋପାଳ ପ୍ରଧାନ ଓ ରୁନୁ ମହାପାତ୍ର  ଖେଳ ପରିଚାଳନା କରିଥିଲେ।  ଅକ୍ଷୟ ସିଂ, ବିଭୂତି ଗଡତିଆ, ମହେଶ କରାଲି, ବୃନ୍ଦା ନାଏକ, ହିମାଂଶୁ ବିଶ୍ଵାଳ ସକ୍ରିୟ ସହଯୋଗ କରିଥିଲେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories