www.samajalive.in
Monday, December 8, 2025
14.1 C
Bhubaneswar

ଭାଗବତ ସପ୍ତାହ, ଭକ୍ତି ଜ୍ଞାନ ଯଜ୍ଞ ଉଦଯାପିତ

କାଣ୍ଟାବାଞ୍ଜି: କାଣ୍ଟାବାଞ୍ଜି ସହର ମାତାମନ୍ଦିର ଗଳି ରାଧାମାଧବ ମନ୍ଦିର ମନ୍ଦିର ପରିସରରେରେ ମହନ୍ତ ମହାରାଜ ବାବା ଅଦୈତ୍ୟ ପ୍ରସାଦ ଦାସଙ୍କ ପୌରହିତରେ ୭ ଦିନ ବ୍ୟାପି ଭାଗବତ ସପ୍ତାହ ଭକ୍ତି ଜ୍ଞାନ ଯଜ୍ଞ ଉଦଯାପିତ ହୋଇ ଯାଇଛି। ଏହି ଭାଗବତ ସପ୍ତାହ ଭକ୍ତି ଜ୍ଞାନ ଯଜ୍ଞ, ବଲାଙ୍ଗୀର ଜିଲ୍ଲା ଝାଙ୍କରି ପାଳିର ପଣ୍ଡିତ ବ୍ୟାସ ସୁନୀଲ ମିଶ୍ର ପ୍ରବଚନ ପାଠ କରି ଥିବା ବେଳେ, କର୍ତ୍ତା ଭାବେ ଦେବେନ୍ଦ୍ର ପଣ୍ଡା, ରୋଜାଲିନ ପାଣିଗ୍ରାହୀ ଦାୟିତ୍ୱ ନିର୍ବାହ କରିଥିଲେ। ଏହି ୭ ଦିନ ଧରି ଭାଗବତ ସପ୍ତାହ ଆୟୋଜନ ଓ ଶ୍ରୋତା ଭାବେ ଜଗନ୍ନାଥ ଦାସ ଠାକୁର, ଜଗଦାନନ୍ଦ ପାଣିଗ୍ରାହୀ, ରମେଶ, ସତ୍ୟବ୍ରତ ମିଶ୍ର, ପୁଜାହାରୀ, ବିଜୟ ମିଶ୍ର, ନରୋତ୍ତମ ପଣ୍ଡା ଦାୟିତ୍ୱ ନିର୍ବାହ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories