www.samajalive.in
Sunday, December 14, 2025
14.1 C
Bhubaneswar

ଏଣ୍ଡୋ-ଆଟ୍‌ମୋସ୍ପିୟର ଇଣ୍ଟରସେପ୍ଟର୍‌ ପରୀକ୍ଷା

ବାଲେଶ୍ବର: ଭାରତୀୟ ପ୍ରତିରକ୍ଷା ବିଭାଗ, ଡିଆରଡିଓ ଓ ଭାରତୀୟ ନୌସେନା ପକ୍ଷରୁ ଚାନ୍ଦିପୁର ଆଇଟିଆରରୁ ପ୍ରଥମ ଥର ପାଇଁ ଏଣ୍ଡୋ-ଆଟ୍‌ମୋସ୍ପିୟର ଇଣ୍ଟରସେପ୍ଟର୍‌ର ପରୀକ୍ଷା ସଫଳ ହୋଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶତ୍ରୁପକ୍ଷର କ୍ଷେପଣାସ୍ତ୍ରକୁ ଆକାଶ ମାର୍ଗରେ ଚିହ୍ନଟ କରିବା ସହ ଧ୍ବଂସ କରିବା ଏହି ଇଣ୍ଟରସେପ୍ଟର ମୁଖ୍ୟ ଲକ୍ଷ୍ୟ। ଏହି ସଫଳ ପରୀକ୍ଷା ପରେ ଭାରତ ‘ନୌସେନା କ୍ଷେପଣାସ୍ତ୍ର ପ୍ରତିରକ୍ଷା କ୍ଷମତା’ ଦେଶ ମଧ୍ୟରେ ନିଜର ସ୍ଥିତି ମଜବୁତ କରିବା ସହ ଏଲିଟ ଗ୍ରୁପରେ ସାମିଲ ହୋଇଛି। ପୂର୍ବରୁ ଡିଆରଡିଓ ପକ୍ଷରୁ ସ୍ଥଳଭାଗରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷା ସଫଳତାର ସହିତ କରିଥିଲାବେଳେ ଏବେ ନୌସେନା ପକ୍ଷରୁ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା ହୋଇଛି। ଏହି ସଫଳତାର ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ ଓ ଭାରତୀୟ ନୌସେନା ଟିମକୁ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

Related Articles

Popular Categories