www.samajalive.in
Friday, December 5, 2025
23.1 C
Bhubaneswar

ପୁଟିନଙ୍କ ସ୍ୱାଗତରେ ଓଡ଼ିଆ ପୁଅ ମାନସ

ସମାଜ ଲାଇଭ ଡ଼େସ୍କ : ଓଡିଶା କଳାକାର ମାନସ କୁମାର ସାହୁ ଏକ ସୁନ୍ଦର ବାଲୁକା କଳା ସହିତ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସ୍ୱାଗତ କରିଛନ୍ତି । ଦୁଇ ଘଣ୍ଟା ଧରି ନିଜ ପ୍ରତିଭା ଓ ଧୈର୍ଯ୍ୟର ପ୍ରଦର୍ଶନ କରି, ବାଲୁକା ଶିଳ୍ପୀ ମାନସ ପୁଟିନଙ୍କ ପ୍ରତିମୂର୍ତ୍ତି ତିଆରି ସମୟର ଏକ ଭିଡିଓ ଜାରି କରିଛନ୍ତି

ପ୍ରତିକ୍ରିୟାରେ ମାନସ କହିଛନ୍ତି , ଆମେ ପୁଟିନଙ୍କର ଏକ ବାଲୁକା କଳା ଉପସ୍ଥାପନ କରିଛୁ । ଏହା ମାଧ୍ୟମରେ ଭାରତର କଳା ଏବଂ ସଂସ୍କୃତି ପ୍ରଦର୍ଶନ କରିଛୁ । ଆଗାମୀ ଦିନରେ, ଆଶା କରୁଛୁ ଯେ ଉଭୟ ଦେଶ ସେମାନଙ୍କର ସମ୍ପର୍କକୁ ମଜବୁତ କରିବେ ଏବଂ ଉଭୟ ଦେଶ ଶାନ୍ତି ଏବଂ ସମୃଦ୍ଧି ପାଇବେ । ଏହି ପ୍ରତିମୂର୍ତ୍ତି କରିବା ପାଇଁ ଆମକୁ ପ୍ରାୟ ୨ଥର ଚେଷ୍ଟା କରିବାକୁ ପଡ଼ିଲା ବୋଲି ମାନସ କୁମାର ସାହୁ ଭିଡିଓରେ କହିଛନ୍ତି ।

Hot this week

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

ଚିନ୍ତାକଳ୍ପ : ମାନସିକ ଦୁର୍ବଳତା

ସାମର୍ଥ୍ୟ (ବଳ)ର ଅଭାବକୁ ଦୁର୍ବଳ, ଶକ୍ତିହୀନ ବୋଲି ସାଧାରଣତଃ କୁହାଯାଇଥାଏ। ସୀମିତ...

Related Articles

Popular Categories