www.samajalive.in
Saturday, December 6, 2025
26.1 C
Bhubaneswar

କରୋନାକୁ ନିମନ୍ତ୍ରଣ ; ନୀଳଗିରି ଉପଖଣ୍ଡ ମେଡିକାଲରେ ଲୋକେ ମାନୁ ନାହାନ୍ତି ସାମାଜିକ ଦୂରତା

ନୀଳଗିରି: ଟୀକା ନେବାକୁ ୩ଶହ ରୁ ଉର୍ଦ୍ଧ୍ବ ଲୋକଙ୍କ ଭିଡ଼ ଲାଗିଛି। କେହିବି ସାମାଜିକ ଦୂରତା ମାନିବାକୁ ରାଜି ନାହାନ୍ତି। ଯୁବକଙ୍କ ଠାରୁ ବୃଦ୍ଧ ବୃଦ୍ଧା ପର୍ୟ୍ୟନ୍ତ ସଭିଏଁ ଭିଡାଭିଡ଼ି ହୋଇ ହୋହଲ୍ଲା କରିବାରେ ଵ୍ୟସ୍ତ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଅଧୀନ ନୀଳଗିରି ଉପଖଣ୍ଡ ମେଡିକାଲ ରେ। ମଙ୍ଗଳବାର ସକାଳ ପ୍ରାୟ ୫ଟା ରୁ ମେଡିକାଲରେ ଟୀକା ନେବାକୁ ଗହଳି ଲାଗିଛି। ଏପରିକି ଲୋକଙ୍କ ଭିତରେ ଲାଇନ କୁ କେନ୍ଦ୍ରକରି ଧସ୍ତାଧସ୍ତି ମଧ୍ୟ ଲାଗିଥିବା ପରିଲକ୍ଷିତ ହୋଇଛି। ଏଭଳି ଭିଡ଼ ଦେଖି କରୋନା ମୁକ୍ତ ନୁହଁ ବରଂ ମେଡିକାଲ ରେ କରୋନା କିଣା ଚାଲିଛି ବୋଲି ସାଧାରଣରେ ଆଲୋଚନା ହେଉଛି।  ଭିଡ଼ ନକମିଲେ ନୀଳଗିରି ରେ କରୋନା ପରିସ୍ଥିତି ଅଣାୟତ ହେବା ସୁନିଶ୍ଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories