www.samajalive.in
Saturday, December 6, 2025
26.1 C
Bhubaneswar

ରାତି ୧୦ଟା – ମୁଖ୍ୟ ଖବର

୧. ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଏମସର ମିଳିତ ଆକଳନ, ଆସନ୍ତା ୨ରୁ ୪ ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ ଆସିପାରେ କରୋନାର ତୃତୀୟ ଲହର
୨. କରୋନା କଟକଣାରେ ୫୦% କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ କାର୍ଯ୍ୟାଳୟ, ୨ ଡୋଜ ଟିକା ନେଇଥିବା ସବୁ କର୍ମଚାରୀ କାର୍ଯ୍ୟାଳୟ ଆସିବେ
୩. କରୋନା କାଳରେ ୨ଟି ଡୋଜ ଟିକା ନେଇଥିବା କର୍ମଚାରୀ ରୋଷ୍ଟର ତ୍ୟୁଟି କରିବେ, ଦୈନିକ ଅଫିସ ଆସିବେ ଉପସଚିବ ଓ ତଦୁର୍ଦ୍ଧ୍ୱ ପାହ୍ୟା ଅଧତ୍କାରୀ, ଜରୁରୀ ସେବାରେ ନିୟୋଜିତ କାର୍ଯ୍ୟାଳୟ ୧୦୦% କର୍ମଚାରୀରେ ଚାଲିବ
୪. ନୟାଗଡ଼ ବାଣିଗୋଛା ଥାନା ଅଞ୍ଚଳରେ ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା, ସେହି ଗାଁର ୨୨ ବର୍ଷର ଅଭିଯୁକ୍ତ ଯୁବକକୁ ଗିରଫ
୫. ଗଞ୍ଜାମରୁ କୋଲକାତା ଯାଉଥିବା ଏସିଡ୍‌ ଟ୍ୟାଙ୍କର ଖୋର୍ଦ୍ଧା ଜାତୀୟ ରାଜପଥ ନିକଟ ଟାଙ୍ଗି ଚମ୍ପାଗଡ଼ ଓସକେଇ ଖୋଲ ନିକଟରେ ଲିକ୍, ରାଜପଥ ଧୂଆଁମୟ, ଗମନାଗମନ ବାଧାପ୍ରାପ୍ତ
୬.
୭. ଏଚଆଇଭି ସଂକ୍ରମିତ, ସେମାନଙ୍କ ପରିବାର ଓ ସହଯୋଗୀଙ୍କର ପ୍ରାଥମିକତା ଭିତ୍ତିରେ ଟିକାକରଣ ପାଇଁ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କର୍ତ୍ତପକ୍ଷଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି
୮. କରୋନା ଟିକାର ୨ଟି ଡୋଜ୍ ନେବା ପରେ ଆକ୍ରାନ୍ତ କାରଣ ଜାଣିବାକୁ ଭୁବନେଶ୍ୱର ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ଅଧ୍ୟକ୍ଷତାରେ ୮ ଜଣିଆ ବୈଷୟିକ କମିଟି ଗଠିତ
୯. ୧୬୯୦ କୋଟି ଟଙ୍କାର କୋଭିଡ୍‌ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ – ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ଗରିବ, ଜନଜାତିଙ୍କୁ ମିଳିବ ସହାୟତା
୧୦. ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପରେ ଏବେ ଜେଲରୁ ମୁକୁଳିଲେ ଅଭୟକାନ୍ତ ପାଠକ

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories