ଫୁଲବାଣୀ/ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଟେଣ୍ଟ ମାଲିକ ମାନଙ୍କୁ ନେଇ ବ୍ଲକ ସ୍ଥରରେ ଫିରିଙ୍ଗିଆ ବ୍ଲକ ଜେଡି ମିନି କ୍ଲବ ସଭା ଗୃହରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଛି। ଟେଣ୍ଟ ମାଲିକ ସଙ୍ଘ ସଭାପତି ସୁବାଷ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ପ୍ରଶାନ୍ତ କୁମାର ଦିଗାଲଙ୍କ ସହ ସହଦେଵ କର୍ଣ୍ଣ, ସୁରଞ୍ଜନ ନାୟକ, କୁଶ ମୁଖି, କାଳିଆ ସାହୁଙ୍କ ସହ ବ୍ଲକର ୫୪ ଜଣ ଟେଣ୍ଟ ମାଲିକ ଉପସ୍ଥିତ ରହି ଟେଣ୍ଟ ମାଲିକ ମାନଙ୍କ ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ଆଲୋଚନା ହୋଇଥିଲା।
Popular Categories



