www.samajalive.in
Friday, December 12, 2025
19.1 C
Bhubaneswar

ଗୁରୁତର ଆଘାତ ହନୁମାଙ୍କଡ଼କୁ ଉଦ୍ଧାର କଲା ଵନ ବିଭାଗ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ବନ ବିଭାଗ ଆଜି ସକାଳେ ଖବର ପାଇ ତୁରେକେଲା ବ୍ଲକ ଜାମୁଡ଼ଝୁଲା ଗ୍ରାମରୁ ଏକ ଗୁରୁତର ଆଘାତ ହନୁ ମାଙ୍କଡ଼ ଉଦ୍ଧାର କରିଥିବା ବନ ବିଭାଗ ସୂତ୍ରରୁ ଜଣାପଡିଛି। ପ୍ରାପ୍ତ ସୂଚନା ମତେ ଗୋଟିକିଆ ହନୁ ମାଙ୍କଡ଼ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ପଟୁ ଜାମୁଦଝୁଲା ଗ୍ରାମକୁ ଚାଲି ଆସିଥିଲା। ତାର ହାତ ପାଖରେ ଗଭୀର ଆଘାତ ଲାଗି କ୍ଷତ ହୋଇ ଯାଇଥିଲା.। ବନାଞ୍ଚଳ ଅଧିକାରୀ ଶ୍ରଦ୍ଧାଦେବବଡ଼ମାଳୀ ଓ ବନ କର୍ମଚାରୀ ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟକୁ ଆଣିବା ପରେ ପ୍ରାଣୀ ଚିକିତ୍ସକ ଡା ଅଞ୍ଜଳି ପ୍ରଧାନ ମାଙ୍କଡ଼ର ଚିକିତ୍ସା ପରେ ସୁସ୍ଥ ଥିବା ଜଣାପଡିଛି। ମାଙ୍କଡ଼କୁ ଫଳ ମୂଳ ଦେଇ ଵନ ବିଭାଗ ହେପାଜତରେ ରଖାଯାଇଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories