www.samajalive.in
Sunday, December 14, 2025
14.1 C
Bhubaneswar

ବିଶ୍ୱ ପରିବେଶ ରଥ ଗଡ଼଼ିଲା

ଫୁଲବାଣୀ: ରାଇକିଆ ବ୍ଲକରେ ପରିଚାଳିତ ଓଡ଼ିଶା ମିଲେଟ ମିଶନ କାର୍ଯ୍ୟକ୍ରମ ଦ୍ୱାରା ଆର୍ନ୍ତଜାତିୟ ମାଣ୍ଡିଆ ବର୍ଷ ଉପଲକ୍ଷେ ଏକ ଭିନ୍ନ ଉପାୟରେ ବିଶ୍ୱ ପରିବେଶ ଦିବସକୁ ପାଳନ କରାଯାଇଛି। ବିଶ୍ୱ ପରିବେଶର ମୁଖ୍ୟ ବିଷୟ ବସ୍ତୁ ଜଳବାୟୁ ପରିବର୍ତନ ପ୍ରଭାବରେ କୃଷି ଓ କୃଷକ ଉପରେ ପଡୁଥିବା ପ୍ରଭାବ ନିମନ୍ତେ ଜନ ସଚେତନତା ଓ ଜନଭାଗିଦାରିକୁ ଆଗେଇ ନେବାକୁ ରାଇକିଆ ବ୍ଲକର ବିଭିନ୍ନ ଗ୍ରାମ ଓ ଗ୍ରାମ ପଂଚାୟତ ସ୍ଥରରେ ୪ ଦିନିଆ ସଚେତନତା କାର୍ଯ୍ୟକ୍ରମ ରଖାଯାଇଛି। ଏକ ସୁସଜ୍ଜିତ ରଥ ମାଧ୍ୟମରେ ବିଭିନ୍ନ ବାର୍ତା ଦେବାପାଇଁ ବ୍ୟବସ୍ଥା କରାଯାଇଛି। ଏହାକୁ ବ୍ଲକ କୃଷି ଅଧିକାରୀ ସଚିନ୍ଦ୍ର କୁମାର ସେଠୀ, ସହ କୃଷି ଅଧିକାରିଣୀ ସୁଦିପ୍ତା ପ୍ରଧାନ, ବ୍ଲକ କର୍ମକର୍ତା ଆଶିସ କୁମାର ନାୟକ, ସଂଗୀତା ନାୟକ ଏବଂ ସାହାରା ଅନୁଷ୍ଠାନର ସଂପାଦକ ସୁକାନ୍ତ ନାୟକଙ୍କ ଉପସ୍ଥିତିରେ ବିଶ୍ୱ ପରିବେଶ ରଥକୁ ଉଦଘାଟନ କରାଯାଇଛି।

Hot this week

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

Related Articles

Popular Categories