www.samajalive.in
Sunday, December 14, 2025
26.1 C
Bhubaneswar

‘ଲାଡ୍ଡୋ’ ସିନେମାର ଶୁଭ ମହୁରତ

ସମାଜ ଡିଜିଟାଲ ଡେସ୍କ: ନୂଆ ଓଡ଼ିଆ ସିନେମା ‘ଲାଡ୍ଡୋ’ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ପଟିଆସ୍ଥିତ ସାଇ ମନ୍ଦିର ପରିସରରେ ଆୟୋଜିତ ଏହି ମହୁରତ ଉତ୍ସବରେ ଅଭିନେତା ଅଶ୍ରୁମୋଚନ ମହାନ୍ତି, କେ.କେ., ଅର୍ଲିନ ଅଙ୍କିତା, ଶୁଭମ ସାଗର ପ୍ରମୁଖ ଉପସ୍ଥିତ ଥିଲେ।

ନିର୍ଦ୍ଦେଶକ ସନ୍ତୋଷ ବିଶ୍ୱାଳଙ୍କ ନିର୍ଦ୍ଦେଶନାରେ ଏ ସିନେମାଟିର ଶୁଟିଂ  ଖୁବଶୀଘ୍ର  ଆରମ୍ଭ ହେବାକୁ ଯାଉଛି। ସତ୍ୟଭାମା ସିନେ ପ୍ରଡକ୍ସନ ନିବେଦିତ ସିନେମାର କାହାଣୀ ମୁଖ୍ୟତଃ ଜଙ୍ଗଲ ଓ ପରିବେଶ ସହ ସଂଶ୍ଲିଷ୍ଟ। ସିନେମାରେ ସମାଜକୁ ଜଙ୍ଗଲ ଓ ପରିବେଶର ସଚେତନତା ବାର୍ତ୍ତା ବାଣ୍ଟିବେ ନିର୍ଦ୍ଦେଶକ। ସିନେମାର ଅଭିନେତା କେ.କେ, ଟିଲୁ ଭାଇ, ଜ୍ଞାନ, ଅର୍ଲିନ ଅଙ୍କିତା ପ୍ରମୁଖ କଳାକାର ନିଜ ଚରିତ୍ରକୁ ନେଇ ଖୁସି ବ୍ୟକ୍ତ କରିବା ସହ କାହାଣୀକୁ ନେଇ ଖୁସି ଥିବା କହିଛନ୍ତି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories