www.samajalive.in
Saturday, December 13, 2025
26.1 C
Bhubaneswar

ନିଉ ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟର ଶୁଭାରମ୍ଭ 

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସ୍ୱାମ ପାଟଣା ଶିବ ମନ୍ଦିର ପାର୍ଶ୍ଵରେ ନିଉ ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟର ଶୁଭାରମ୍ଭ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂଯୋଜକ ଈଶ୍ୱର ଚନ୍ଦ୍ର ମହାନ୍ତ ଓ ସାବିତ୍ରୀ ବେହେରା ଟ୍ରଷ୍ଟର ନୂତନ କାର୍ଯ୍ୟାଳୟର ଶୁଭାରମ୍ଭ କରିଛନ୍ତି । ଏଥିରେ ଟ୍ରଷ୍ଟର ସମସ୍ତ କର୍ମଚାରୀ ସନ୍ତୋଷ ରଣା, ସୁକାନ୍ତି ମହାନ୍ତ, ମଉନାବତୀ ମହାନ୍ତ, ହେମଲତା ନାଏକ, ଦମୟନ୍ତି ମହାନ୍ତ, ଏସ ମହାନ୍ତ, କମଳା ପାତ୍ର ଉପସ୍ଥିତ ରହିଥିବା ବେଳେ ନିଉ ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟର ଭାରତ ମୁଖ୍ୟ ରାହୁଲ କୁମାର ଯାଦବ,ଷ୍ଟାଟ ପରିଚାଳନା ନିର୍ଦ୍ଦେଶକ ମୁରଲୀଧର ମହାରଣା ,ସରୋଜିନୀ ମହାରଣା,ବାବୁଲି ଦେହୁରୀ,ଲକ୍ଷ୍ମୀଧରଙ୍କ ଦ୍ଵାରା ଏହି କାର୍ଯ୍ୟାଳୟର ଶୁଭାରମ୍ଭ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories