www.samajalive.in
Monday, December 8, 2025
27.1 C
Bhubaneswar

ଶ୍ରୀଲଙ୍କାରେ ଖୋଲିବ ଆଇଆଇଟି ମାଡ୍ରାସର ନୂଆ କ୍ୟାମ୍ପସ

ଡେସ୍କ: ଶ୍ରୀଲଙ୍କାର କାଣ୍ଡିରେ ଆଇଆଇଟି ମାଡ୍ରାସର ଏକ ନୂଆ କ୍ୟାମ୍ପସ ଆରମ୍ଭ ହେବ ବୋଲି ଶ୍ରୀଲଙ୍କା ଶିକ୍ଷା ମନ୍ତ୍ରୀ ଡଃ ସୁଶୀଲ ପ୍ରେମଜୟନ୍ତା କହିଛନ୍ତି। ଅର୍ଥମନ୍ତ୍ରୀ ଭାବରେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରେମାସିଂହ ୨୦୧୪ ବର୍ଷ ପାଇଁ ପ୍ରସ୍ତାବିତ ବଜେଟରେ ଏହା ଅନ୍ତର୍ଭୁକ୍ତ ହୋଇଛି। ଗତ ମାସରେ ଭାରତ ଗସ୍ତ ସମୟରେ ଆଇଆଇଟି ମାଡ୍ରାସର ଅଧ୍ୟାପକ ଏବଂ ଡିନଙ୍କ ସହ ସେ ଆଲୋଚନା କରିଥିଲେ। ଡକ୍ଟର ପ୍ରେମଜୟନ୍ତା କହିଛନ୍ତି ଯେ ଆଇଆଇଟି ମାଡ୍ରାସର ଏକ ଟିମ କ୍ୟାମ୍ପସ ଆରମ୍ଭ କରିବା ପାଇଁ ଶ୍ରୀଲଙ୍କା ଆସିବା ପୂର୍ବରୁ ତାଙ୍କ ମନ୍ତ୍ରଣାଳୟ ଆଇଆଇଟି ମାଡ୍ରାସକୁ ଶିକ୍ଷାବିତଙ୍କ ଏକ ଦଳ ପଠାଇବ।

ବାହାଘର ପାଇଁ ଏମିତି କହିଲେ ଭାଇଜାନ୍‌‌

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories