ବାହାଘର ପାଇଁ ଏମିତି କହିଲେ ଭାଇଜାନ୍‌‌

ମୁମ୍ବଇ : ବଲିଉଡ୍‌‌ର ଭାଇଜାନ୍‌‌ ସଲମାନ ଖାନଙ୍କ ବିବାହ ସର୍ବଦା ଚର୍ଚ୍ଚାରେ ରହି ଆସିଛି। ଏହା ମଧ୍ୟରେ ବାହାଘର ପାଇଁ ସଲମାନ ଖାନ କ’ଣ କହିଛନ୍ତି, ତାହାର ଏକ ଭିଡିଓ ଏବେ ଖୁବ୍‌‌ ଭାଇରାଲ ହେଉଛି। ବର୍ତ୍ତମାନ ସମୟରେ ସଲମାନଙ୍କ ସବୁଠାରୁ ଚର୍ଚ୍ଚିତ ଓ ଲୋକପ୍ରିୟ ଶୋ’ ବିଗ୍‌‌ ବସ୍‌‌ ୧୭କୁ ପ୍ରଶଂସକ ବେଶ ପ୍ରସନ୍ଦ କରୁଛନ୍ତି। ବିଗ୍‌‌ ବସ୍‌‌ର ଏକ ଏପିସୋଡ୍‌‌ର ଭିଡିଓ ଏବେ ଖୁବ୍‌‌ ଭାଇରାଲ୍‌‌ ହେଉଛି। ଯେଉଁଥିରେ ସଲମାନ ଅଭିନେତ୍ରୀ ତବୁଙ୍କ ସହ … Continue reading ବାହାଘର ପାଇଁ ଏମିତି କହିଲେ ଭାଇଜାନ୍‌‌