ସମାଜ ଡିଜିଟାଲ ଡେସ୍କ: ନୟାଗଡ଼ ଜିଲା ଫତେଗଡ଼ ଥାନା ଭଗବାନପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ ନେଇ ଅଖିଳ ସାହୁ ନାମକ ଜଣେ ଯୁବକଙ୍କୁ ହାଣିଛନ୍ତି କରିଛନ୍ତି ଦୁର୍ବୃତ୍ତ। ଫଳରେ ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।



