ଚିତ୍ରକୋଣ୍ଡା : ସ୍ବାଭିମାନ ଅଞ୍ଚଳରେ ପୁଣି ଲାଲ ଆତଙ୍କ ଦେଖିବାକୁ ମିଳିଛି। ମାଲକାନଗିରି ଜିଲା ଅନ୍ତର୍ଗତ ଯୋଡ଼ାମ୍ବ ପଞ୍ଚାୟତର ବିହନଗୁଡ଼ି ଗ୍ରାମ ଛକ ନିକଟରେ ମାଓବାଦୀଙ୍କ ଗୁଳିରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିିଛି। ପୁଲିସ୍ ଇନଫର୍ମର ସନ୍ଦେହରେ ହତ୍ୟା କରିଥିବା ଅନୁମାନ କରାଯାଉଛି। ମୃତ ବ୍ୟକ୍ତିଙ୍କ ନାମ ଦିନବନ୍ଧୁ ବେପାରୀ। ଘଟଣାସ୍ଥଳରେ ମୃତଦେହ ପଡି ରହିଥିବା ସୂଚନା ମିଳିଛି।
ପୁଲିସ୍ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ
Popular Categories



