bjd gruha runa

କଣ୍ଟେନରକୁ ପଛପଟୁ ପିଟିଲା ସ୍କର୍ପିଓ, ୭ ମୃତ

BJD Bijuli 480×75 Mob

ବିହାର : ବିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୭ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଛିଡା ହୋଇଥିବା କଣ୍ଟେନରକୁ ପଛପଟୁ ଏକ ସ୍କର୍ପିଓ ପିଟିଦେଇଥିଲା। ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହେବା ସହିତ ୫ ଜଣ ଆହତ ଅଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍କର୍ପିଓରେ ଥିବା ସମସ୍ତ ଲୋକ ଗୋଟିଏ ପରିବାରର ସଦସ୍ୟ ଥିଲେ ଏବଂ ସେମାନେ ବୋଧ ଗୟାଠାରୁ କାଇମୁରକୁ ଫେରୁଥିଲେ ବୋଲି ଜଣାପଡ଼ିଛି।

Comments are closed.