www.samajalive.in
Monday, December 8, 2025
24.1 C
Bhubaneswar

ଏନଏସି ଘୋଷଣା ଦାବି: ଆଜିଠୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବଙ୍ଗୋମୁଣ୍ଡାରେ ଆମରଣ ଅନଶନ ଚେତାବନୀ

ବଲାଙ୍ଗୀର: ତୁଟୁନି ଏନଏସି ବିବାଦ। ଆଉ ୨୨ଟି ଅଞ୍ଚଳକୁ ନୂଆ ଏନଏସି ଘୋଷଣା ପରେ ମଧ୍ୟ ବିଭିନ୍ନ ସ୍ଥାନରେ ଜନ ଅସନ୍ତୋଷ ବଢିବାରେ ଳାଗିଛି। ବଲାଙ୍ଗୀର ବଙ୍ଗୋମୁଣ୍ଡାକୁ ଏନଏସି ଘୋଷଣା ପାଇଁ ଦାବି ହୋଇଛି। ଏ ନେଇ ଆଜି(ଗୁରୁବାରଠୁ) ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବ୍ଳକ ଅଫିସ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ବଙ୍ଗୋମୁଣ୍ଡାବାସୀ କହିଛନ୍ତି। ଦୀର୍ଘ ୭ ବର୍ଷର ଦାବି,   ବନ୍ଦ ଡାକରା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଥର ଲିଖିତ ଭାବରେ ଅଭିଯୋଗ କରିବା ସତ୍ବେ ବଙ୍ଗୋମୁଣ୍ଡା କାହିଁକି ବାଦ୍ ପଡିଲା ବୋଲି ଲୋକ ପ୍ରଶ୍ନ କରିଛନ୍ତି। ରାଜ୍ୟସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇେନି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories