ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ପ୍ରତିଷ୍ଠିତ ମା ଭଣ୍ଡାର ଘରଣୀ ମନ୍ଦିର ରେ ନବରାତ୍ରି ପୂଜା ଆରମ୍ଭ ହୋଇଯାଇଛି। ଦଶହରା ପାଇଁ ସଜେଇ ହୋଇଅଛି ମା’ ଙ୍କ ପୀଠ। ଝଲସି ଉଠୁଛି ମା’ ଭଣ୍ଡାର ଘରଣୀ ମନ୍ଦିର। କୋଭିଡ କଟକଣାକୁ ଦୃଷ୍ଟିରେ ପୂଜାର୍ଚନା କରାଯାଉଥିବା ବେଳେ ମା’ ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି।
Popular Categories



