ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଅନୁଗୁଳଆମ ଓଡ଼ିଶାନିଉଜ ଆଲର୍ଟ By Samaja Digital Last updated Apr 12, 2018 0 Share ଅନୁଗୁଳ: ଅନୁଗୁଳ ଜିଲା ବନ୍ତଳା ଥାନା ଖାଲଗାଁ ଗ୍ରାମରେ ହତ୍ୟାକାଣ୍ଡ ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ମୃତକ ହେଲେ ଛବିନ୍ଦ୍ର ପ୍ରଧାନ । ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । 0 Share FacebookTwitterWhatsApp