www.samajalive.in
Saturday, December 6, 2025
16.1 C
Bhubaneswar

ମୋତି ଧାରଣ କରିବାର ସଠିକ ନିୟମ

ମୋତି ଏକ ରତ୍ନ ଅଟେ। କିନ୍ତୁ ଏହା ପ୍ରକୃତରେ ଏକ ଜୈବିକ ସଂରଚନା ଅଟେ। ଏହା ସ​‌ତ୍ତ୍ବେ ମୋତିକୁ ନବରତ୍ନ ଶ୍ରେଣୀରେ ରଖାଯାଇଛି। ଚନ୍ଦ୍ରମା ପରି ମୋତିର ରଙ୍ଗ ହୋଇଥିବାରୁ ଏହା ଶାନ୍ଦ, ସୁନ୍ଦର ଓ ଶୀତଳ ଅଟେ। ଏହାର ପ୍ରଭାବ ସିଧା ସଳଖ ଆମ ଶରୀର ଓ ମନ ଉପରେ ପଡିଥାଏ। ମୋତିର ପ୍ରଭାବ ଶୀଘ୍ର ଆମ ଉପରେ ପଡି ନଥାଏ। ଏହାର ପ୍ରଭାବ ଧୀରେ ଧୀରେ କାର୍ଯ୍ୟ କରିଥାଏ। ମୋତି ଉଭୟ ଲାଭ ଓ କ୍ଷତି କରିଥାଏ।

ମୋତି ଧାରଣ କରିବାର ଲାଭ :

- Advertisement -

ଏହା ମନକୁ ଶାନ୍ତ କରିବା ସହ ଚିନ୍ତାରୁ ମୁକ୍ତି ଦେଇଥାଏ।

ମନରୁ ଭୟ ଦୂର କରିଥାଏ। ସୁନିଦ୍ରାରେ ସାହାର୍ଯ୍ୟ କରିଥାଏ।

ହର୍ମୋନକୁ ସନ୍ତୁଳିତ କରିଥାଏ।

ଆର୍ଥିକ ସମସ୍ୟାକୁ ଦୂର କରିଥାଏ।

ମୋତି ଧାରଣ କରିବା ଡାକ୍ତରମାନଙ୍କ ପାଇଁ ଉତ୍ତମ ଅଟେ।

ମୋତି ଧାରଣ ଦ୍ୱାରା କ୍ଷତିର କାରଣ :

ମୋତି ଧାରଣ କରିବା ବେଳେ ସର୍ବଦା ସାବଧାନ ରହିବା ଆବଶ୍ୟକ ଅଟେ। କାରଣ ଏହା ମାନସିକ ସ୍ଥିତିକୁ ଧୀରେ ଧୀରେ ପ୍ରଭାବିତ କରିଥାଏ। ଏହା ଗମ୍ଭୀର ଭାବେ ଅବସାଦ ଓ ଚିନ୍ତା ପରି ସମସ୍ୟା ସୃଷ୍ଟି କରିପାରେ। ବେଳେବେଳେ ରକ୍ତଚାପ ବଢାଇ ଦେଇଥାଏ।

କେଉଁ ରାଶିର ବ୍ୟକ୍ତି ମୋତି ଧାରଣ କରିବା ଉଚିତ :

ଭିନ୍ନ ଭିନ୍ନ ରାଶିର ବ୍ୟକ୍ତିଙ୍କ ପାଇଁ ଅଲଗା ପ୍ରକାର ତତ୍ତ୍ୱରେ ମୋତି ଧାରଣ କରିବା ଉଚିତ।

ମେଷ, କର୍କଟ, ବିଛା ଓ ମୀନ ଲଗ୍ନ ଥିବା ବ୍ୟକ୍ତିମାନେ ମୋତି ଧାରଣ କରିବା ଉତ୍ତମ ଅଟେ।

ବୃଷ, ମିଥୁନ, କନ୍ୟା, ମକର ଓ କୁମ୍ଭ ଲଗ୍ନର ବ୍ୟକ୍ତି ମୋତି ଧାରଣ କରିବା ଉଚିତ ନୁହେଁ। ଏହାଦ୍ୱାରା ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।

ସିଂହ, ତୁଳା ଓ ଧନୁ ଲଗ୍ନର ବ୍ୟକ୍ତିମାନେ ବିଶେଷ ଭାବେ ମୋତି ଧାରଣ କରି ପାରିବେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories