ଭବାନୀପାଟଣା : ଭବାନୀପାଟଣା ସଦରଥାନା ଅନ୍ତର୍ଗତ ସିଂଝରଣ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସ୍ବାମୀର ଅନୁପସ୍ଥିତିରେ ନିଜର ଦୁଇ ପୁଅଙ୍କୁ ଗଳା କାଟି ହତ୍ୟା କରି ପରେ ନିଜେ ମାଆ ରେଳ ଧାରଣାରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ଦୁଇ ପୁଅ ରବିନ୍ଦ୍ର ମାଝି (୪) ଦୁଷ୍ମନ୍ତ ମାଝି (୬) ଓ ମୃତକ ମା ହେଲେ ବିମଳା ମାଝି । ଏନେଇ ପରିବାର ବର୍ଗ ହତ୍ୟା ସନ୍ଦେହ କରୁଥିବା ବେଳେ ଭବାନୀପାଟଣା ସଦରଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
୨ପୁଅଙ୍କୁ ମାରିବା ପରେ ମାଆର ଆତ୍ମହତ୍ୟା, ହତ୍ୟା ସନ୍ଦେହ !
Popular Categories



