ପଟାମୁଣ୍ଡାଇ : ଗୋପୀନାଥ ପୁର ପଞ୍ଚାୟତର ଯୋର ପାରି ଗ୍ରାମର ଜଣେ ମାଟ୍ରିକ ପରୀକ୍ଷା ପାସ୍ କରିଥିବା ଛାତ୍ର ଅଂଶୁମାନ ସାମଲ ଆଜି ନିକଟସ୍ଥ ପଟାମୁଣ୍ଡାଇ କେନାଲକୁ ଗାଧେଇବାକୁ ଯାଇ ନିଖୋଜ ହୋଇ ଯାଇଛନ୍ତି। ତାଙ୍କର ପତ୍ତା ମିଳିନାହିଁ। ସେ ନିକଟସ୍ଥ ଶ୍ରୀ ଅରବିନ୍ଦ ପୂର୍ନାଙ୍ଗ ଶିକ୍ଷା କେନ୍ଦ୍ରରେ ପାଠ ପଢି ମାଟ୍ରିକ ପରୀକ୍ଷା ଦେଇ ପାସ୍ ହୋଇ ଥିଲେ ।
Popular Categories



