www.samajalive.in
Saturday, December 6, 2025
26.1 C
Bhubaneswar

ସ୍ୱାଦିଷ୍ଟ ମିଲ୍କ ସେକ୍

ଆବଶ୍ୟକ ସାମଗ୍ରୀ
ଖଜୁରୀ – ୭ ରୁ ୮ଟି
ଥଣ୍ଡା ସିଝା ଖୀର – ୧ ଗ୍ଲାସ
ଚିନି – ୧ ଚାମଚ
ପିସ୍ତା ବାଦାମ – ୩ଟି
କାଜୁ – ୨ଟି
ଆଇସକ୍ରିମ – ୨ ଚାମଚ
ବରଫ ଖଣ୍ଡ – ୨ଟି
ପ୍ରସ୍ତୁତି ପ୍ରଣାଳୀ –
ଖୀର, ଖଜୁରୀ, ଚିନି, ବରଫ ଖଣ୍ଡ, ଆଇସକ୍ରିମ, ପିସ୍ତା ବାଦାମ, କାଜୁକୁ ଭଲ ଭାବେ ପେଷି ଦିଅନ୍ତୁ। ପେଷିବା ପରେ ଏହାକୁ ଏକ କାଚ ଗ୍ଲାସକୁ କାଢି ଦିଅନ୍ତୁ। ଗ୍ଲାସକୁ କାଢିବା ପରେ ଏହା ଉପରେ କିଛି ପିସ୍ତା ବାଦାମ, ୨ଟି ଖଜୁରୀ, ଅଳ୍ପ ଆଇସକ୍ରିମ ଏହା ଉପରେ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଖଜୁରୀ ମିଲ୍କ ସେକ୍‍। ଏହାକୁ ଥଣ୍ଡା ଥଣ୍ଡା ପିଅନ୍ତୁ ଓ ମଜା ନିଅନ୍ତୁ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories