www.samajalive.in
Saturday, December 13, 2025
21.1 C
Bhubaneswar

ନିଜ ବାନ୍ଧବୀଙ୍କ ଫୋନ୍‌ ଏବଂ ସ୍କୁଟି ଲୁଟ୍‌ କଲେ ୨୪ ବର୍ଷିୟ ପୁରୁଷ ବନ୍ଧୁ

ମୁମ୍ବଇ – ନିଜ ବାନ୍ଧବୀଙ୍କ ଫୋନ୍‌ ଏବଂ ସ୍କୁଟି ଚୋରି କରି ଗିରଫ ହେଲେ ପୁରୁଷ ବନ୍ଧୁ । ୨୪ ବର୍ଷିୟ ପୁରୁଷ ବନ୍ଧୁ ୨୦ ବର୍ଷୀୟ ବାନ୍ଧବୀଙ୍କର ଫୋନ୍‌ ଏବଂ ସ୍କୁଟି ଚୋରି କରିଥିଲେ ।

ମୋହସିନ୍‌ ଖାନ୍‌ ନାମକ ଏହି ଯୁବକଙ୍କୁ ଅନ୍ୟ ଧର୍ମର ଯୁବତୀ ବନ୍ଧୁତା କରିଥିଲେ । ୭ ବର୍ଷ ତଳେ ଏହି ଦୁଇ ଜଣଙ୍କ ବନ୍ଧୁତା ଆରମ୍ଭ ହୋଇଥିଲା, ସେମାନେ କିଛି ବର୍ଷ ହେଲା ଏକାଠି ରହୁଥିଲା । ଶ୍ରଦ୍ଧା ହତ୍ୟା ଘଟଣାପରେ , ମୋହସିନ୍‌ ମାର୍‌ପିଟ୍‌ କରୁଥିବାରୁ ଯୁବତୀ ଜଣଙ୍କ ତାଙ୍କ ସହ ସମ୍ପର୍କ ତୁଟାଇ ଦେଇଥିଲେ ।

ଏହାପରେ ଯୁବତୀ ଜଣଙ୍କ ତାଙ୍କ ପିତାମାତାଙ୍କ ପାଖରେ ରହୁଥିଲେ । ଶୁକ୍ରବାରେ ଯୁବତୀ ଜଣଙ୍କ ଅଫିସ୍‌ ଯାଉଥିବା ବେଳେ ମୋହସିନ୍‌ ଯୁବତୀଙ୍କ ଆଇଫୋନ୍‌ ଏବଂ ସ୍କୁଟି ଲୁଟ୍‌ କରି ସେହି ସ୍ଥାନରୁ ଚମ୍ପଟ ମାରିଥିଲା । ଏହାପରେ ଯୁବତୀଙ୍କ ପିତା ପୁଲିସ ନିକଟରେ ଅଭିଯୋଗ କରିଥିଲେ ।

- Advertisement -

ପୁଲିସ ଏହି ଘଟଣାରେ ଯୁବକ ଜଣଙ୍କୁ ଗିରଫ କରିଛି ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories