ନୂଆଦିଲ୍ଲୀ : ଚଳିତବର୍ଷ ଆନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ଲଦାଖର ରାଜଧାନୀ ଲେହଠାରେ ଅନୁଷ୍ଠିତ ହେବ। ପ୍ରତିବର୍ଷ ଜୁନ୍ ମାସ ୨୧ ତାରିଖରେ ପାଳିତ ହେଉଥିବା ଆନ୍ତର୍ଜାତିୟ ଯୋଗ ଦିବସରେ ଚଳିତବର୍ଷ ଲେହଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ନୂଆଦିଲ୍ଲୀଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଆୟୁଷ ମନ୍ତ୍ରୀ ଶ୍ରୀପଦ ୟେଶୋ ନାଏକ କହିଛନ୍ତି ଏହି କାର୍ଯ୍ୟକ୍ରମ ଭିନ୍ନ ଓ ଅଦ୍ୱିତୀୟ ହେବ।
Popular Categories



