www.samajalive.in
Wednesday, December 10, 2025
18.1 C
Bhubaneswar

ଇଡିରେ ହାଜର ହେବାକୁ ମହୁଆଙ୍କୁ ୭ ଦିନ ମହଲତ

ନୂଆଦିଲ୍ଲୀ: ବିଦେଶୀ ମୁଦ୍ରା ପରିଚାଳନା ଆଇନ(ଫେମା) ଉଲ୍ଲଂଘନ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପକ୍ଷରୁ ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ମହୁଆ ମୈତ୍ରଙ୍କୁ ସାନି ସମନ ଜାରି କରାଯିବା ସହ ୭ ଦିନ ମହଲତ ଦିଆଯାଇଛି। ଆସନ୍ତା ସପ୍ତାହରେ ହାଜର ହେବାକୁ ମହୁଆଙ୍କୁ ନିର୍ଦେଶ ଦିଆଯାଇଛି। ପୂର୍ବରୁ ଏହି ମାମଲାରେ ସୋମବାର ହାଜର ହେବାକୁ ମହୁଆଙ୍କୁ ନିର୍ଦେଶ ଦିଆଯାଇଥିଲା। ତେବେ ଅନିର୍ବାର୍ଯ୍ୟ କାରଣବଶତଃ ହାଜର ହୋଇନପାରିବାରୁ ମହୁଆ ଇଡିଙ୍କୁ ସମୟ ଲୋଡିଥିଲେ।

ସୂଚନାଯୋଗ୍ୟ, ଲାଞ୍ଚ ନେଇ ଲୋକସଭାର ପ୍ରଶ୍ନ ପଚାରୁଥିବା ଅଭିଯୋଗରେ ସ୍ବାଧିକାର କମିଟି ଦ୍ବାରା ଦୋଷୀସାବ୍ୟସ୍ତ ହେବାପରେ ମହୁଆ ଡିସେମ୍ବର ୮ରେ ସାଂସଦ ପଦରୁ ବହିଷ୍କୃତ ହୋଇଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories