www.samajalive.in
Wednesday, December 10, 2025
18.1 C
Bhubaneswar

ହକି ବିଶ୍ୱକପ୍‌ର ଉଦଘାଟନୀ ସନ୍ଧ୍ୟାରେ ଧକ୍ ଧକ୍ ଗର୍ଲ ମାଧୁରୀଙ୍କ ନୃତ୍ୟାଭିନୟ ପରିବେଷଣ

ଭୁବନେଶ୍ୱର .- ହକି ବିଶ୍ୱକପର୍‌ ଉଦଘାଟନୀ ସନ୍ଧ୍ୟାରେ ଧକ୍ ଧକ୍ ଗର୍ଲ ମାଧୁରୀଙ୍କ ନୃତ୍ୟାଭିନୟ ପରିବେଷଣ କରିଥିଲେ । ଶୀତୁଆ ସନ୍ଧ୍ୟାରେ ମାଧୁରୀଙ୍କର ନୃତ୍ୟ ସାଙ୍ଗକୁ ଭଏସ୍‌ ଓଭର୍‌ ଦର୍ଶକଙ୍କ ମନରେ ଉଷ୍ମତା ଆଣିଦେଇଥିଲା । ଦର୍ଶକମାନେ ମନଭରି ଏହି ଧକ୍‌ ଧକ୍‌ ଗର୍ଲଙ୍କର ନୃତ୍ୟକୁ ଉପଭୋଗ କରିଥିଲେ । ସୃଷ୍ଟିର ରହସ୍ୟ ସହ  ମା’ ଦୂର୍ଗାଙ୍କର ବିଭିନ୍ନ ସ୍ବରୂପ ଓ ପଞ୍ଚଭୂତ ବିଷୟରେ ମାଧୁରୀ ନିଜ ନୃତ୍ୟମାଧ୍ୟମରେ  ଉପସ୍ଥାପନା କରିଥିଲେ ।  ସଙ୍ଗୀତର ତାଳେ ତାଳେ ଆଲୋକ ଓ ଲେଜର ସୋ’ର ପ୍ରଦର୍ଶନ ବେଶ ଚିତ୍ତାର୍କଷକ ହୋଇଥିଲା।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories